Odisha Link
Bridging the Missing Links in Odisha
Browsing Tag

love

ସ୍ତ୍ରୀକୁ ଦ୍ୱିତୀୟ ପ୍ରେମିକ ସହ ବିବାହ…

ପାଟନା: ପ୍ରେମର କୌଣସି ବୟସସୀମା ନାହିଁ। କେତେବେଳେ କାହାକୁ ପ୍ରେମ ହୋଇଯିବ ସେକଥା କହିହେବ ନାହିଁ। ଲଭ୍ ମ୍ୟାରେଜ୍ କରି ଆଉ କାହାକୁ ପ୍ରେମ କରି ବସିଲେ ସ୍ତ୍ରୀ। ବିବାହ ପରେ ଗୋଟିଏ ଝିଅର ମାଆ ହୋଇ ବି ମହିଳାଙ୍କୁ ପ୍ରେମ ହୋଇଗଲା। ସ୍ୱାମୀ ଏକଥା ଜାଣିବା ପରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ…

ପ୍ରେମିକ ବିବାହର ଖବର ଶୁଣି ବିଷ ପିଇଲେ…

ଭୁବନେଶ୍ୱର: ବାଲିପାଟଣା ଥାନା ପରିସରରେ ଆଜି ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଥିବାର ସୂଚନା ମିଳିଛି। ଏହି ଯୁବତୀଜଣକ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା। ପ୍ରେମିକର ବିବାହ ଖବର ଶୁଣି ଯୁବତୀଜଣଙ୍କ ଏପରି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ସୋମାଣା…

ପ୍ରେମ, ପ୍ରତାରଣା ଓ ଧୋକା: ଅପହରଣ ପରେ…

ସାନଖେମୁଣ୍ଡି: ପ୍ରଥମେ ପ୍ରେମ ତାପରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ରଖିଲେ ଶାରିରୀକ ସଂପର୍କ। କେବଳ ସେତିକି ନୁହେଁ ନାବାଳିକାଙ୍କୁ ଅପହରଣ କରି ନେଇ ସ୍ତ୍ରୀ ପରିଚୟ ଦେଇ ମଧ୍ୟ ରଖିଥିଲେ। ପରେ ଯୁବକ ଜଣକ ଧୋକା ଦେଇ ନାବାଳିକାଙ୍କୁ ଛାଡ଼ି ଫେରାର। ଏନେଇ ପୁଲିସ୍‌ ଷ୍ଟେସନରେ ଅଭିଯୋଗ ହୋଇଛି।…

ଲଭ-ସେକ୍ସ-ବ୍ଲାକମେଲ!

ଭୁବନେଶ୍ୱର: ଲଭ-ସେକ୍ସ-ବ୍ଲାକମେଲ ନେଇ ଏକ ରୋଚକ ଅଭିଯୋଗ ଆସିଛି। ତେବେ ଚନ୍ଦ୍ରଶେଖର ପୁଲିସ ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ପୁଲିସ ଏକ ଘରୋଇ ବ୍ୟାଙ୍କର ଡିଜିଏମ ଓ ଏକ ଘରୋଇ କଲେଜର ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଛି। ସୋସିଆଲ ସାଇଟରୁ ପ୍ରେମ ପରେ ଦୁଷ୍କର୍ମ ଓ ବ୍ଲକମେଲିଂ ଅଭିଯୋଗ ହୋଇଛି।…

ରବିବାର ଆସେ ଲାପଟପ୍‌ ନେଇଯିବୁ

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ସବୁଠି ଚର୍ଚ୍ଚାରେ ଅଭିନେତ୍ରୀଙ୍କ ବିବାଦୀୟ ପ୍ରେମ କାହାଣୀ। ଦିନକୁ ଦିନ ଭିନ୍ନ ମୋଡ଼ ବିବାଦୀୟ ପ୍ରେମ କାହାଣୀ। ଏକ ନୂଆ ଅଡିଓ ସାମ୍ନାକୁ ଆସିଛି ଯାହା ଏବେ ସୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସମ୍ପୃକ୍ତ ଆନ୍ଧ୍ର ଯୁବକଙ୍କ ସହ…

ସାକାର ହେଲା ୭୫ ଵର୍ଷ ତଳର ପ୍ରେମ,…

ପ୍ୟାରିସ୍‌: କଥାରେ ଅଛି ଭଲ ପାଇବା ହେଉଛି ଭଗବାନଙ୍କ ଦାନ। ସେଥିପାଇଁ ବୋଧେ ଭଲ ପାଇବା ନାଁ ଶୁଣିଲେ ସମସ୍ତଙ୍କର କିଛି କିଛି ହୁଏ। କାରଣ ଭଲ ପାଇବା ହେଉଛି ପ୍ରକୃତିର ଦାନ। ଏହି ଭଲ ପାଇବାକୁ ନେଇ ତିଆରି ହୋଇଛି ପ୍ରକୃତି । ତେବେ ଏଭଳି ଏକ ଭଲ ପାଇବା ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦୀର୍ଘ…