Odisha Link
Bridging the Missing Links in Odisha
Daily Archives

January 10, 2020

ପାଞ୍ଚ ଦିନ ପାଇଁ ଖୋଲା ରହିବ ଲୋକସେବା…

 ଭୁବନେଶ୍ବର : ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ , ସେଥିପାଇଁ ଜାନୁଆରୀ ୧୧ ,୧୨,୧୯,୨୫, ଓବଂ ୨୬ ଦିନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ…

ଶେଷ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ପୁଣେ: ଆଜି ପୁଣେରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା। ଉଭୟ ଦଳ ତୃତୀୟ ତଥା ଅନ୍ତିମ ଟି-୨୦ ଖେଳିବେ। ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଟସ୍‌ ଜତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିବ।…

ମଧ୍ୟପ୍ରାଚ୍ୟରେ କମୁଛି ଉତ୍ତେଜନା, ହ୍ରାସ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ସହ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ହ୍ରାସ ପାଉଛି। ଆଉ ଏହାର ପ୍ରଭାବ ମଧ୍ୟ ସୁନାଦରରେ ଦେଖିବାକୁ ମିଳିଛି। ହ୍ରାସ ପାଇଛି ସୁନା ଦର। କ୍ରମାଗତ ୩ୟ ଦିନ ପାଇଁ ସୁନାଦର ହ୍ରାସ ପାଇଛି।। କିଛି ଦିନ ତଳେ ୪୦ ହଜାର ଉପରକୁ ଚାଲିଯାଇଥିବା ସୁନା ଏବେ ୪୦ ହଜାର ତଳକୁ…

ପ୍ରାଚୀନ ଓ ପାରମ୍ପରିକ ଚିକିତ୍ସା ବିଧିର…

ଭୁବନେଶ୍ୱର : ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ପ୍ରାଚୀନ ଓ ପାରମ୍ପରିକ ଚିକିତ୍ସା ବିଧିର ବହୁତ ଗୁରୁତ୍ୱ ରହିଛି । ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ । ବରଂ ଏହିସବୁ ଚିକିତ୍ସା ବ୍ୟବସ୍ଥାର ଲୋକ ପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜୀବନଶୈଳୀରେ ପରିବର୍ତ୍ତନ, ପୁଷ୍ଟିକର ଖାଦ୍ୟ,…

ବର୍ଷ ଆରମ୍ଭରୁ ଦୁର୍ନୀତିଗ୍ରସ୍ତଙ୍କୁ…

ଭୁବନେଶ୍ବର: ବର୍ଷ ଆରମ୍ଭରୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମିଳିଛି ଦଣ୍ଡ। ୨୦୧୯ ଶେଷ ଭାଗରେ ଦୁର୍ନୀତିକୁ ବରଖାସ୍ତ କରି ଦୁର୍ନୀତିଗ୍ରସ୍ତ ଅଫଇସରଙ୍କୁ ଦଣ୍ଡ ଦେଉଥିଲେ ରାଜ୍ୟ ସରକାର। ଯିଏ କର୍ତ୍ତବ୍ୟରେ ଟିକେ ହେଳା କରୁଛି ତାକୁ ସାଙ୍ଗେ ସାଙ୍ଗେ ଦଣ୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ…

ଜେଏନୟୁ ହିଂସା: ପୁଲିସ୍‌ ଏଫଆଇଆରରେ…

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଏଫଆଇଆରରେ ଆୟୁଶିଙ୍କ ନାମ ଆସିବା ପରେ ସେ କହିଛନ୍ତି ଯେ, ମୋ ପାଖରେ ବି ପ୍ରମାଣ ଅଛି। ପୁଲିସ୍‌ ଏଫଆଇଆରରେ ନାମ ଆସିଲେ କେହି ଦୋଷୀ ହୁଅନ୍ତି ନାହିଁ ବୋଲି କହିଛନ୍ତି ଆଇଶି।…

ସ୍ବାମୀଙ୍କୁ ହତ୍ୟା ପାଇଁ ଭାବି ସ୍ତ୍ରୀ…

ନୂଆଦିଲ୍ଲୀ: ପେଶାୱରରେ କିଛି ଦିନ ତଳେ ଜଣେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୃତ ଯୁବକଙ୍କ ନାଁ ରବିନ୍ଦର ସିଂହ ବୋଲି ଚିହ୍ନଟ ଜଣାପଡିଛି। ରବିନ୍ଦର ବିବାହ ନିମନ୍ତେ ମାଲେସିଆରୁ ପାକିସ୍ତାନ ଆସିଥିଲେ। ବିବାହ ପାଇଁ ଜିନିଷପତ୍ର କିଣିବା ପାଇଁ ଯାଇଥିବା ବେଳେ ତାଙ୍କୁ ଜଣେ ଅଜଣା ଯୁବକ…

ହୈାସଲା -୨୦୧୯ର ଚମ୍ପିୟନ ସର୍ବଭାରତୀୟ…

ଭୁବନେଶ୍ୱର: ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନଙ୍କର ସର୍ବଭାରତୀୟ ପ୍ରତିଯୋଗୀତା ହୈାସଲା-୨୦୧୯ରେ ଓଡିଶା କ୍ରମାଗତ ଦ୍ୱିତୀୟ ଥର ପାଇଁ ଚମ୍ପିୟନ ହୋଇଛନ୍ତି । ବିଗତ ବର୍ଷ ୨୩ଟି ପଦକ ପାଇ ଚମ୍ପିୟନ ହୋଇଥିବା ଓଡିଶା ଦଳ ଚଳିତ ବର୍ଷ ୩୦ଟି ପଦକ ହାସଲ କରିଛି,…

ମୁଁ ନୋବେଲ୍ ପୁରସ୍କାରର ହକଦାର୍

ଓ୍ୱାଶିଂଟନ: ଚଳିତବର୍ଷ ହେବ ଆମେରିକାର ରାଷ୍ଚ୍ରପତି ନିର୍ବାଚନ। ଏଥିପାଇଁ ପ୍ରଚାର କରିଲେଣି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନୀ ପ୍ରଚାର ସମୟରେ ନିଜକୁ ନୋବେଲ ପୁରସ୍କାରର ହକଦାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ମାରିବା ପାଇଁ ସେ…

କାଲି ଠାରୁ ଅନ୍ତର୍ଜାତୀୟ ଧଉଳି ଚିତ୍ରକଳା…

ଭୁବନେଶ୍ବର: କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଧଉଳି ଚିତ୍ରକଳା ଦିବସ। ଏହି ଉତ୍ସବକୁ ଧୁଲି ଚାରୁକଳା ମହାବିଦ୍ୟାଳୟ ଆୟୋଜନ କରୁଛି। ଶାନ୍ତିସ୍ତୂନ ଧୁଳିର ପାଦଦେଶରେ ଉଡିବ ବିଭିନ୍ନ ଦେଶର ରଙ୍ଗବେରଙ୍ଗ ଜାରୀୟ ପତାକା। ଏହି ଉତ୍ସବକର ଯୋଗ ଦେବେ ବିଭିନ୍ନ ଦେଶର ନାମୀ ଦାମୀ ଚିତ୍ରଶିଳ୍ପୀ ଏବଂ…