Odisha Link
Bridging the Missing Links in Odisha
Daily Archives

January 10, 2020

ବିଭାଗୀୟ ସ୍ଥାୟୀ କମିଟି ୨ଙ୍କର ନବମ ବୈଠକ

ଭୁବନେଶ୍ୱର : ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୨ଙ୍କର ନବମ ବୈଠକ ବିଧାୟକ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ବିଧାନସଭାରେ ୧୨ ଜୁଲାଇ ୨୦୧୯ରେ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଜଳସଂପଦ ବିଭାଗ ସଂପର୍କିତ…

ପାରଳା ମହାରାଜାଙ୍କ ପରଲୋକରେ ଶୋକ ପ୍ରକାଶ…

ଭୁବନେଶ୍ୱର : ପାରଳା ମହାରାଜା ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ଦେବଙ୍କ ପରଲୋକରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଆରୁଖ କହିଛନ୍ତି, ଶ୍ରୀ ଗୋ ପୀନାଥ ଗଜ ପତି ଜଣେ ଲୋକ ପ୍ରିୟ ରାଜନେତା ଭାବେ ଦୁଇଥର…

ଜେଏନୟୁ ହିଂସା: ଫଟୋ ଜାରି କଲା ପୁଲିସ୍,…

ନୂଆଦିଲ୍ଲୀ: ଜେଏନୟୁ ହିଂସା ମାମଲାରେ ଦିଲ୍ଲୀ ପୁଲିସର ସାମ୍ବାଦିକ ସମ୍ମିଳନୀ। ଦିଲ୍ଲୀ ପୁଲିସ୍‌ ମୁଖପାତ୍ର ଏମ୍‌ଏସ୍‌ରନ୍ଧଓ୍ବା କହିଛନ୍ତି ଯେ, ଘଟଣାକୁ ନେଇ ବିଭିନ୍ନ ପ୍ରକାର ଭୁଲ ସୂଚନା ପ୍ରଚାର କରାଯାଉଛି। ଜାନୁଆରୀ ୧ରୁ ୫ ଯାଏଁ ଜେଏନୟୁରେ ରେଜିଷ୍ଟ୍ରେସନ ଯୋଜନା ଥିଲା। ଏହାକୁ ନେଇ ୪ଛାତ୍ର ସଂଗଠନ…

ବିଜେପିର ଜନଜାଗରଣ ଶୋଭାଯାତ୍ରା

ବ୍ରହ୍ମପୁର: ନାଗରିକତା ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି। କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।\ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କୁ…

ସୁରତରେ ଓଡ଼ିଆ ବ୍ୟକ୍ତିଙ୍କୁ ଫାଶି ଦଣ୍ଡ

ସୁରତ: ନିଜ ନାବଳିକା ଝିଅକୁ ଦୁଷ୍କର୍ମ ସହ ହତ୍ୟା ମାମଲାରେ ଫାଶି ଦଣ୍ଡା ଦେଶ ହୋଇଛି। ଦୋଷୀ ଟୁକୁନା ଦାସକୁ ଫାଶି ଦଣ୍ଡା ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ୨୦୧୭ ଜୁନ ୨୯ରେ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା। ତଦନ୍ତ ବେଳେ ବାପା ଟୁକୁନା ହିଁ ହତ୍ୟା କରିଥିବା ଜାଣିବାକୁ ପାଇଥିଲା ପୋଲିସ।…

ଶ୍ୱଶୁରଙ୍କ ଠାରୁ ଗାଳି ଶୁଣନ୍ତି ଦୀପିକା!

ମୁମ୍ବାଇ : ବଲିଉଡ଼ର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଆସୁଥିବା ସିନେମା ୮୩ ପାଇଁ ବହୁତ ବ୍ୟସ୍ତ ଅଛନ୍ତି । ସେ ସ୍ବାମୀ ରଣବୀରଙ୍କ ସହ ଏହି ସିନେମାରେ ନଜର ଆସୁଛନ୍ତି ।ସିନେମାଟି କପିଲ ଦେବ ଙ୍କ ଜୀବନ ଶୈଳି ଉପରେ ପ୍ରସ୍ତୁତ କରାଯାଇଛି । ୨୦୧୮ରେ ରଣବୀର ଓ ଦୀପିକାଙ୍କ ବିବାହ କରିଥିଲେ ।…

୨ ଯବାନ ଶହୀଦ

ଜମ୍ମୁ କଶ୍ମୀର: ପୁଣିଥରେ ଆଜି ପାକିସ୍ତାନ ଅସ୍ତ୍ର ବିରତି ଉଂଲଘନ କରିଛି। ଜମ୍ମୁ କଶ୍ମୀରର ସୀମାରେଖାରେ ପାକିସ୍ତାନ ପଟୁ ଆଜି ଗୁଳିମାଡ଼ ହୋଇଛି। ଯାହାରିଫଳରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଏହି ଘଟଣା ଘଟିଛି।…

ବିଷ ପିଇ ଆତ୍ମହତ୍ୟା କଲେ ମହିଳା

ବଡ଼ସାହି: ଚନ୍ଦନପୁର ପଞ୍ଚାୟତ ଗମ୍ଭାରିଆ ଗ୍ରାମର ପ୍ରଧାନ ଟୁଡୁଙ୍କ ପତ୍ନୀ ଫୁଲଙ୍କର ବେତନଟୀ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତରରୁ ଗୁରୁବାର ରାତିରେ ଫୁଲ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବେତନଟୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ମାଲକାନଗିରି ବନ୍ଦ ଡାକରାରୁ ପ୍ରତ୍ୟାହୃତ…

ମାଲକାନଗିରି (ସୁରଜ କୁମାର ବେହେରା): ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ବନ୍ଦ ଡାକରାକୁ ପ୍ରତ୍ୟାହୃତ କଲା ଜିଲ୍ଲା କଂଗ୍ରେସ। ଜନ ସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବନ୍ଦ ପାଳନ ପ୍ରତ୍ୟାହୃତ ହୋଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଜିଲ୍ଲାପାଳଙ୍କ ବିରୋଧ…

ଘୁଞ୍ଚିଲା ବଂଶଧାରା ଶୁଣାଣି

ନୂଆଦିଲ୍ଲୀ : ଘୁଞ୍ଚିଲା ବଂଶଧାରା ଶୁଣାଣି। ବଂଶଧାରା ଜଳବିବାଦ ମାମଲାରେ ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଛି। ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟଙ୍କ ଲିଭ୍ ପିଟିସନ୍‌ ଶୁଣାଣି ପରେ ଟ୍ରିବ୍ୟୁନାଲ ଶୁଣାଣି ହେବ।…