Odisha Link
Bridging the Missing Links in Odisha

୨ ଯବାନ ଶହୀଦ

ଜମ୍ମୁ କଶ୍ମୀର: ପୁଣିଥରେ ଆଜି ପାକିସ୍ତାନ ଅସ୍ତ୍ର ବିରତି ଉଂଲଘନ କରିଛି। ଜମ୍ମୁ କଶ୍ମୀରର ସୀମାରେଖାରେ ପାକିସ୍ତାନ ପଟୁ ଆଜି ଗୁଳିମାଡ଼ ହୋଇଛି। ଯାହାରିଫଳରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଏହି ଘଟଣା ଘଟିଛି।

ଆଜି ୧୧ଟା ବେଳେ ପାକିସ୍ତାନ ପଟୁ ପୁଞ୍ଚରେ ପ୍ରବଳ ଗୁଳିମାଡ଼ ହୋଇଥିଲା। ପାକିସ୍ତାନ ସେନା ଭାରତୀୟ ସେନା ଉପରକୁ ମୋଟର ମାଡ଼ କରିଥିଲେ। ଫଳରେ ଜବାବ ଦେବାକୁ ଯାଇ ଦୁଇ ଯବାନ ଶହୀଦ ହୋଇଥିବାବେଳେ ୨ ଆହତ ହୋଇଛନ୍ତି।

Comments are closed.