Odisha Link
Bridging the Missing Links in Odisha

ଓଡ଼ିଶାର କଷ୍ଟସାଧ୍ୟ ବିଜୟ

କଟକ: ଲାହଲିରେ ଓଡ଼ିଶା ଓ ହରିଆଣା ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ୍‌ ଶେଷ ହୋଇଛି। ରଣଜୀ କ୍ରିକେଟରେ ଓଡ଼ିଶାର କଷ୍ଟସାଧ୍ୟ ବିଜୟ ହୋଇଛି। ହରିୟାଣାକୁ ମାତ୍ର ୧ ଓ୍ବିକେଟରେ ହରାଇଲା ଓଡ଼ିଶା। ୧୭୯ ରନ୍‌ ଟାର୍ଗେଟକୁ ୯ ଓ୍ବିକେଟ ହରାଇ ହାସଲ କଲା ଓଡ଼ିଶା। ଏହି ମ୍ୟାଚରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ସର୍ବାଧିକ ୧୧ଟି ଓ୍ବକେଟ।

Comments are closed.