Odisha Link
Bridging the Missing Links in Odisha

୩ୟ ଟି-୨୦: ବିଶ୍ବ ଦେଖିଲା ରେମାଞ୍ଚକର ମ୍ୟାଚ, ହେବ ସୁପରଓଭର

ହାମିଲଟନ: ୩ୟ ଟି-୨୦ ମ୍ୟାଚରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। ଉଭୟ ଦଳ ସମାନ ସ୍କୋର କରିବାରୁ ମ୍ୟାଚ୍‌ର ଫଳାଫଳ ପାଇଁ ସୁପରଓଭର ଖେଳାଯିବ। ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୧୭୯ ରନ୍‌ କରି ୧୮୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେଲେ ନିର୍ଦ୍ଧାରିତ ଓଭରରେ ନ୍ୟୁଜିଲାଣ୍ଡ ଦଳ ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସୁପରଓଭର ଖେଳାଯିବ।

Comments are closed.