Odisha Link
Bridging the Missing Links in Odisha
Daily Archives

January 29, 2020

ବରଗଡ଼ ସମବାୟ ଚିନିକଳ ଲିମିଟେଡ୍‌ର ସଦ୍ୟତମ…

ଭୁବନେଶ୍ୱର : ବରଗଡ଼ ସମବାୟ ଚିନିକଳ ପୁନରୁଦ୍ଧାର ନିମନ୍ତେ ସମସ୍ତ ଦିଗ ସଂପର୍କରେ ସବିଶେଷ ଅନୁଧ୍ୟାନ କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍‌ ପଠାଯିବ । ଏହି ଟିମ୍‌ ଚିନିକଳର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ…

୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହ…

ନୂଆଦିଲ୍ଲୀ : ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାର ଅନୁମତିକୁ ପରିବର୍ତ୍ତନ କରା ଯାଇଛି । ଜଣେ ମହିଳା ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହରେ ମଧ୍ୟରେ ଗର୍ଭପାତ କରିପାରିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବ ଉପରେ…

ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ପାଇଁ…

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁର ଭୂତାଣୁ ଚିହ୍ନଟ ହୋଇଛି । ଏଥିରେ ବହୁ ସଂଖ୍ୟାରେ କୁକୁଡ଼ା ମରିଥିବାର ଜଣା ପଡ଼ିଛି । ସମ୍ଭାବ୍ୟ ବାର୍ଡ ଫ୍ଲୁ ଭୂତାଣୁ ମଣିଷକୁ ସଂକ୍ରମିତ ନହେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ…

କରୋନା ଭାଇରସ: ଭାଇରସରୁ ରକ୍ଷା ପାଇବେ…

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ ଆତଙ୍କ। କରୋନା ଭାଇରାସରେ ଆକ୍ରାନ୍ତ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ରଚିଥିବା କରୋନା ଭାଇରସ ଉପରେ ଭାରତ ସରକାର ନଜର ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାରଙ୍କ ପକ୍ଷରୁ ଆଡଭାଇଜରୀ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକାଠି…

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ତିନି ରାଜନୈତିକ ଦଳ। ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨ ତାରିଖରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏକାଠି…

କବିମାନେ ହେଉଛନ୍ତି ଦିବ୍ୟଦ୍ରଷ୍ଟା :…

ଭୁବନେଶ୍ୱର: ଶବ୍ଦ ହେଉଛି ବ୍ରହ୍ମ । ଏହାର ବ୍ୟାପ୍ତି ଅନନ୍ତ । ଜଣେ ଯଦି ଶବ୍ଦ ଉଚ୍ଚାରଣ ନକରି କେବଳ ଚିନ୍ତା କରେ, ତାହା ମଧ୍ୟ ବ୍ରହ୍ମାଣ୍ଡରେ ବ୍ୟାପିଯାଏ । ଏହା ହିଁ ଶବ୍ଦର ମହାତ୍ମ୍ୟ ଓ ମହତ୍ତ୍ୱ ବୋଲି ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ…

ଜେଡିୟୁରୁ ବିଦା ହେଲେ ପ୍ରଶାନ୍ତ କିଶୋର…

ପାଟନା: ନିର୍ବାଚନ ରଣନୀତିଜ୍ଞ ଭାବେ ବେଶ ଜଣାଶୁଣା ତଥା ଜେଡିୟୁ ଦଳର ଉପସଭାପତି ପ୍ରଶାନ୍ତ କିଶୋର ଏବଂ ବିଦ୍ରୋହୀ ପୱନ ବର୍ମାଙ୍କୁ ନୀତୀଶ କୁମାରଙ୍କ ଜେଡିୟୁ ଦଳ ଆଜି ଳରୁ ବହିଷ୍କାର କରିଛି। ଗତ କିଛି ଦିନ ହେଲା ଦଳର ଶୀର୍ଷ ସ୍ତରର ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିବା ପରେ ଏଭଳି ପଦକ୍ଷେପ…

ଜାତୀୟ ସ୍ତରୀୟ ହସ୍ତତନ୍ତ୍ର ମେଳାରେ…

ଭୁବନେଶ୍ୱର :  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ଦ୍ୱାରା ଜାନୁଆରୀ ୨୬ ତାରିଖ ଠାରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି । ଏହି ମେଳାରେ ‘ଥିମ୍‌ ପାଭିଲିଅନ୍‌’ରେ ‘ଫାର୍ମ ଟୁ ଫେବ୍ରିକ୍‌’ ସଂପର୍କରେ ପ୍ରଦର୍ଶିତ ହେଉଛି । ଏହା…

ତପ୍ତ ପାଣି ବସ୍‌ ଦୁର୍ଘଟଣା ଶୋକ ପ୍ରକାଶ…

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ତପ୍ତ ପାଣିଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ କିଛି ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁଃଖଦ ଖବର ଶୁଣି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଡ. ପାତ୍ର ମୃତ୍ୟୁବରଣ…

ବାର୍ଷିକ ମହୋତ୍ସବରେ ଯୋଗଦେବେ…

ଭୁବନେଶ୍ୱର : ବିଶାଖା ଶ୍ରୀ ଶାରଦା ପୀଠମ୍‌ ଆନୁକୂଲ୍ୟରେ ଚିନାମୁିସିଦିଓ୍ୱାଡ଼ା, ପେଣ୍ଡୁର୍ଥୀ, ବିଶାଖା ପାଟଣାସ୍ଥିତ ଶ୍ରୀ ଶାରଦା ପୀଠମ୍‌ଠାରେ ବାର୍ଷିକ ମହୋତ୍ସବ ଚଳିତ ଜାନୁଆରୀ ୩୦ରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ମହାନ ଧାର୍ମିକ ତଥା ସାଂସ୍କୃତିକ ସମ୍ମିଳନୀରେ ଯୋଗ ଦେବା…