Odisha Link
Bridging the Missing Links in Odisha
Daily Archives

January 29, 2020

୩ୟ ଟି-୨୦: ସୁପର ଓଭରରେ ଜିତିଲା ଭାରତ,…

ହାମିଲଟନ: ୩ୟ ଟି-୨୦ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ଫଳାଫଳ ନ ଆସିବାରୁ ସୁପରଓଭର ମ୍ୟାଚ୍‌ ଖେଳାଯାଇଥିଲା। ସୁପରଓଭରରେ ବମ୍ପର ବିଜୟ ଲାଭ କରିବା ସହିତ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ୩ୟ ଟି-୨୦ ମ୍ୟାଚ ଜିତିବା ସହ ଟିମ୍‌ ଇଣ୍ଡିଆ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୩-୦ରେ ଆଗୁଆ ରହିଛି। ଫଳରେ…

୩ୟ ଟି-୨୦: ବିଶ୍ବ ଦେଖିଲା ରେମାଞ୍ଚକର…

ହାମିଲଟନ: ୩ୟ ଟି-୨୦ ମ୍ୟାଚରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। ଉଭୟ ଦଳ ସମାନ ସ୍କୋର କରିବାରୁ ମ୍ୟାଚ୍‌ର ଫଳାଫଳ ପାଇଁ ସୁପରଓଭର ଖେଳାଯିବ। ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୧୭୯ ରନ୍‌ କରି ୧୮୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେଲେ ନିର୍ଦ୍ଧାରିତ ଓଭରରେ ନ୍ୟୁଜିଲାଣ୍ଡ ଦଳ ୧୭୯ ରନ…

ତପ୍ତପାଣି ସଡ଼କ ଦୁର୍ଘଟଣା : ଦୁଃଖ ପ୍ରକାଶ…

ଆନ୍ଧ୍ରପ୍ରଦେଶ : ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ହୋଇଥିବା ଯାତ୍ରୀଙ୍କ ଖବର ଶୁଣି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମର୍ମାହତ ହେବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତମାନଙ୍କର…

ଅନୁରାଗ ଠାକୁର ଓ ପରବେଶଙ୍କୁ ଷ୍ଟାର…

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ପରବେଶ ସାହିବ ସିଂହ। ବିଜେପିର ଏହି ୨ ନେତାଙ୍କୁ ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ଜଣ ବିଜେପି ନେତା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ…

ଏକାଠ କାମ କରିବେ ରିଷି ଓ ଦୀପିକା

ମୁମ୍ବାଇ: ବଲିଉଡ ଷ୍ଟାର ଦୀପିକା ପାଦୁକୋନ୍‌ଙ୍କ ସିନେମା ଛପାକ ଚଳିତ ବର୍ଷ ରିଲିଜ ହୋଇଥିଲା କିନ୍ତୁ ଏହା ବକ୍ସ ଅଫିସ୍‌ରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା । ଏବେ ଦୀପିକାଙ୍କ ଅନ୍ୟ ଏକ ପ୍ରୋଜେକ୍ଟ ର ଘୋଷଣା ହୋଇସାରିଛି । https://www.instagram.com/p/B70pHF2jPdJ/ ସୂଚନା ଅନୁଯାୟୀ,…

ତପ୍ତପାଣି ଘାଟିରେ ସଡ଼କ ଦୁର୍ଘଟଣାରେ…

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ…

ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ପଢାଯିବ। ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ବସ୍ତୁ ରହିବ। ତେବେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା ସୂଚନା…

ଜବତ ହେଲା ୧୯୬ କୁଇଣ୍ଟାଲ ଆମୋନିୟମ…

ଗଞ୍ଜାମ: ସ୍ଥାନୀୟ ରମ୍ଭା ଅଞ୍ଚଳରେ ଗୋଦାମ ଭତ୍ତି ବିସ୍ଫୋରକ ଜବତ କରାଯାଇଛି। ଏସଟିଏଫ ପକ୍ଷରୁ ଏହି ବିସ୍ଫୋରକ ଜବତ କରାଯାଇଛି। ଏନେଇ ସରୋଜ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଉକ୍ତ ଗୋଦାମରୁ ୧୯୬ କୁଇଣ୍ଟାଲ ଆମୋନିୟମ ନାଇଟ୍ରେଟ, ୩୨୦୦ଖଣ୍ଡଡ ଜିଲାଟିନ ଷ୍ଟିଜ ଓ ୧୦, ୪୦୬ ଖଣ୍ଡ ଡିଟୋନେଟର…

ତୃତୀୟ ଟି-୨୦: ୧୮୦ ରନର ବିଜୟ ଟାର୍ଗେଟ୍‌…

ହାମିଲଟନ୍: ଆଜି ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍। ୩ୟ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୮୦ରନ୍‌ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ୩ୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୫ଓ୍ବିକେଟ୍ ହରାଇ ୧୭୯…

ଛୁଞ୍ଚି ପାଇଁ ସଂକ୍ରମିତ ମହିଳାଙ୍କ…

କଟକ: ତ୍ରୁଟିପୂର୍ଣ୍ଣ ସାଲାଇନ ଛୁଞ୍ଚି ସଂଯୋଗ ଯୋଗୁଁ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଛି। ଏସସିବିରେ ୧୮ ଦିନର ଚିକିତ୍ସା ପରେ ବଡ଼ଚଣାର ସାବିତ୍ରୀ ସାହୁଙ୍କ ମୃତ୍ୟୁ ହୋଇଛି। ୟୁରୋଲଜି ବିଭାଗରେ ସାଲାଇନ ଦେବାରେ ତ୍ରୁଟିରୁ ଏହି ଅଘଟଣ ଘଟିଥିଲା। ଭୁଲ ଛୁଞ୍ଚି ସଂଯୋଗ ପାଇଁ ସଂକ୍ରମଣ ହୋଇ ହାତରେ ପୋକ…