Odisha Link
Bridging the Missing Links in Odisha

‘ମୋ କଲେଜ’ ପରିଚାଳନା ପରିଷଦକୁ ୩ଜଣ ମନୋନୀତ

ଭୁବନେଶ୍ବର: ‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ପରିଷଦକୁ ୩ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ‌ଙ୍କ ଅନୁମୋଦନରେ ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି କୁମରବର ଦାସ, ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କମଳ ପ୍ରସାଦ ମହାପାତ୍ର ଓ ରାଜ୍ୟର ଯୁବ ପ୍ରତିଭା ତନ୍ମୟ ସ୍ବାଇଁ ପରିଚାଳନା ପରିଷଦକୁ ମନୋନୀତ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶତର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Comments are closed.