Odisha Link
Bridging the Missing Links in Odisha

ଟ୍ରେନ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖୋର୍ଦ୍ଧା: ଟ୍ରେନ୍‌ ଲାଇନ୍‌ ପାରେ ହେବା ବେଳେ ଟ୍ରେନ୍ ଧକ୍କାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ରୋଡ୍‌ ଅରାଗଡ଼ ନିକଟରେ ବାଇକ୍‌କୁ ଧକ୍କା ଦେଲା ଟେନ୍। କାନରେ ଇଅର ଫୋନ୍‌ ଦେଇ ବାଇକ୍‌ରେ ଯିବାବେଳେ ପିଟିଲା କଟକ-ପୁରୀ ପାସେଞ୍ଜେର। ବାଇକରେ ୩ ଜଣ ଥିଲେ। ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କର ଜୀବନ ଚାଲି ଯାଇଛି।

Comments are closed.