ଆଇଏଏସସ୍ତରରେ ଅଦଳବଦଳ By ଜିତେନ୍ଦ୍ର କୁମାର ଜେନା On Feb 29, 2020 ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି। ତଦନୁଯାୟୀ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଧା ରାଜ୍ୟପାଳଙ୍କ ସଚିବଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ କମିଶନରଭାବେ ନିଯୁକ୍ତ କରାଯାଇଛି। IAS Share