Odisha Link
Bridging the Missing Links in Odisha

ବାସହୀନମାନଙ୍କୁ ପଟ୍ଟା ବାଣ୍ଟିଲେ ଟୁକୁନି

ଟିଟିଲାଗଡ଼ : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆଜି ଟିଟିଲାଗଡ଼ର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ବାସହୀନମାନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ଭୂମି ଅଧିକାର ଆଇନ୍ ମାଧ୍ୟମରେ ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ଜଣାଯାଇଛି ।

ଭୂମି ହୀନମାନେ ଦିର୍ଘ ଦିନ ହେଲା ଟିଟିଲାଗଡ଼ର ଏହି ଅଞ୍ଚଳରେ ବସବାସ କରିଆସୁଥିଲେ । ହେଲେ ପଟ୍ଟା ନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରେ ରଖି ମନ୍ତ୍ରୀ ଘର ଘର ବୁଲି ପଟ୍ଟା ବଣ୍ଟନ କରିଛନ୍ତି।

Comments are closed.