Odisha Link
Bridging the Missing Links in Odisha
Browsing Tag

BJD

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଲଗାତାର ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ। ଆଜିଠୁ ବିଜେଡିରେ ନବୀନଙ୍କ ୯ମ ଇନିଂସ୍‌ ଆରମ୍ଭ ହେବ। ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ଵନ୍ଦ୍ଵରେ…

୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା…

ଓଏଲ୍‌ ବ୍ୟୁୁରୋ: ୨୦୨୪ ନିର୍ବାଚନରେ ହାରିବା ପରେ ଘର ସଜାଡ଼ିବା ଆରମ୍ଭ କରିଛି ବିଜୁ ଜନତା ଦଳ। ପ୍ରଥମ ଥର ପାଇଁ ଶାସନ ଗାଦିରେ ନଥିବା ବିଜେଡି ମଙ୍ଗଳବାର ସନ୍ଧ୍ୟାରେ ୧୮ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ୪ର୍ଥ…

ଓଡ଼ିଆ ନୂଆବର୍ଷରେ ବିଜେଡି ପାଞ୍ଜି ଖୋଲିବ:…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଆଜି ଦୋଷମୁକ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଗ୍ରାମାଞ୍ଜଳ…

ଏମଏମ ସରକାର ମହଙ୍ଗା ମାଡ଼ ସରକାର: ନବୀନ…

ଓଏଲ୍‌ ବ୍ୟୁରୋ: ଦରବୃଦ୍ଧି ବିରୋଧରେ ବିଜୁ ଜନତା ଦଳର ଗଣବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିରୋଧୀ ଦଳ ଭାବେ ପ୍ରଥମ ଥର ପାଇଁ ଗଣବିକ୍ଷୋଭ କରିଛି ବିଜେଡି। ଯାହାର ମଙ୍ଗ ଧରିଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହିତ ମୋହନ ସରକାରଙ୍କୁ ଟାର୍ଗେଟ…

ସଂସଦରେ ରାହୁୁଲଙ୍କ ଠେଲାପେଲା ଘଟଣା,…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନରେ ଉଷୁମ ରାଜନୀତି। ଆମ୍ବେଦକର ପ୍ରସଙ୍ଗରେ ଉଠୁଛି ପଡ଼ୁଛି ସଂସଦ। କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆଜି ସଂସଦ ପରିସରରେ ଘଟିଛି ଅଭାବନୀୟ ଘଟଣା। ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା।…

ଆମେ ୭ ଏକାଠି ଅଛୁ: ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର ଶାସନ ଗାଦିରୁ ହଟିବା ପରେ ବିଜେଡିର ସ୍ଥିତି କ'ଣ ? ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ବିଜେଡିର ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ବିଜେଡିକୁ ବୁଷ୍ଟର ଡୋଜ…

ଖୁବଶୀଘ୍ର ବିଜେପିରେ ମିଶିବେ ଆଉ ୨…

ଓଏଲ୍‌ ବ୍ୟୁରୋ: ବିଧାନସଭା ବନ୍ଦ ହେବାର ୨୪ ଘଣ୍ଟା ନପୂରୁଣୁ ବଡ଼ ଦାବି କରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବର୍ତ୍ତମାନ ସଂସଦର ଶୀତ ଅଧିବେଶନ ଚାଲିଛି। ଏହି ସମୟରେ ବିସ୍ପୋରକ ବୟାନ ରଖିଛନ୍ତି ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି। ଅଶୋକ ମହାନ୍ତି କହିଛନ୍ତି, ଖୁବଶୀଘ୍ର ବିଜେପିରେ ମିଶିବେ ୨…

ଅତନୁଙ୍କ ଦୃଢ଼ୋକ୍ତି: ପୁଣି…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁଲି ନାହାନ୍ତି। ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି,…

ବିଜେଡି ପରାଜୟକୁ ୪ ମାସ, ବିସ୍ଫୋରକ…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୪ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ପରାଜୟ କାରଣର ପୋଷ୍ଟମର୍ଟମ ରିପୋର୍ଟ ଏବେ…

ନବୀନଙ୍କ ଟାକୁଆ ଟାର୍ଗେଟ୍: ବାର ବର୍ଷର…

ଓଏଲ୍‌ ବ୍ୟୁରୋ:ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ ।  ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଆମ୍ବ ଟାକୁଆ…