Odisha Link
Bridging the Missing Links in Odisha

କୋଲାବ୍‌ ନଦୀରେ ବୁଡ଼ି ୩ ମୃତ

କୋରାପୁଟ: କୋଲାବ ନଦୀରେ ବୁଡ଼ି ୩ ଜଣ କଲେଜ ଛାତ୍ରଙ୍କ ମୁ୍ତ୍ୟୁ ହେବା ଭଳି ଏକ ଦୁଃଖଦ ଘଟଣା ଆଜି ଘଟିଛି। ମୃତକ ସମସ୍ତେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ର ଥିଲେ। ଜଣେ ବନ୍ଧୁଙ୍କ ଜନ୍ମ ଦିନ ପାଳିବା ଅବସରରେ ମୋଟ ୭ ଜଣ ଛାତ୍ର କୋଲାବ ଡ୍ୟାମ ନିକଟକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଗାଧୋଉଥିବାବେଳେ ୩ଜଣ ଛାତ୍ର ବୁଡ଼ିଯାଇଥିଲେ ।

Comments are closed.