Odisha Link
Bridging the Missing Links in Odisha

ବନ୍ଧୁକ ଖୋଜୁ ଖୋଜୁ ବ୍ରାଉନସୁଗାର!

ଭୁବନେଶ୍ବର: ଚୋରା ବନ୍ଧୁକ ଖୋଳତାଡ଼ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ଏକ ବଡ଼ ସଫଳତା ମିଳିଛି। ଏସଟିଏଫ ୨ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି। କଟକରେ ଚଢଉ କରି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ସମ୍ପୃକ୍ତ ୨ ବେପାରୀଙ୍କୁ ଗିରଫ କରିଛି। ଏଥିସହ ୫୦ ଗ୍ରାମ ବ୍ରାଉନସୁଗର, ୮ଏମଏମ ପିସ୍ତଲ ଓ ୪ ରାଉଣ୍ଡ ଗୁଳି ଜବତ କରାଯାଇଛି।

Comments are closed.