Odisha Link
Bridging the Missing Links in Odisha
Browsing Tag

Brown Sugar

ବ୍ରାଉନସୁଗାର ଜବତ କଲା ପୁଲିସ, ୨ ଗିରଫ

ଓଏଲ୍‌ ବ୍ୟୁରୋ : ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଜବତ କରିଛି ଧଳାଜହର। ସୂଚନା ଅନୁସାରେ ବିହାରରୁ ଆଣୁଥିବା ବେଳେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ଦ୍ୱାରା ଜବତ ହୋଇଛି ବ୍ରାଉନ୍ ସୁଗାର। ପାଖାପାଖି ୪୦ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଏକ ବୋଲେରୋ ଗାଡ଼ି ଜବତ କରିଛି ପୁଲିସ। ତେବେ ଏହି ବ୍ରାଉନସୁଗାର…

୨ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର: ଏସଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ଆଜି ୨ କେଜି ୪୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଏହି ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜଳେଶ୍ବରର ମମତାଜ୍‌ ଖାନ୍‌, ଜଗତସିଂହପୁରର ଉଦୟନାଥ ରଥ, କଟକ…

ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କା ଓ…

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଧାଫାସ କରିଛି ପୁଲିସ। ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି। ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି। ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି। ସହିଦନଗର ଥାନା କେସୁରା ଅଞ୍ଚଳର…

୨ କୋଟିର ବ୍ରାଉନସୁଗାର ଜବତ କଲା ଏସଟିଏଫ୍

ବାଲେଶ୍ବର: ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର କାରବାରର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ବର ବସ୍ତା ଅଞ୍ଚଳରୁ ଜଣେ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ସୂଚନା…

ପୁରୀରୁ ୨୦ ଲକ୍ଷର ବ୍ରାଉନସୁଗର ଜବତ

ପୁରୀ: ଆଜି ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ସିଦ୍ଧ ମହାବୀର ଲେବୁଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଜବତ ବ୍ରାଉନସୁଗର ଅନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ ଅଭିଯୁକ୍ତମାନେ…

ବିଏମସି କର୍ମଚାରୀଙ୍କଠୁ ବ୍ରାଉନସୁଗାର…

ଭୁବନେଶ୍ୱର: ଭୁବନେଶ୍ୱର ମହାନିଗର ନିଗମ କର୍ମଚାରୀଙ୍କଠୁ ବ୍ରାଉନ ସୁଗାର ଜବତ। ବିଏମସି କର୍ମଚାରୀ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଲିଙ୍ଗରାଜ ପୁଲିସ ହାତରେ ଧରାପଡ଼ିିଛି। ବିଏମସି ଠିକା ପିଅନ ଦିଲ୍ଲୀପ ବେହେରାଙ୍କ ଠାରୁ ୭.୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ…

ରାଜଧାନୀରୁ ଜବତ ହେଲା ବ୍ରାଉନ ସୁଗାର

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣରୁ ଶନିବାର ଏସଟିଏଫ୍ ଟିମ୍ ବ୍ରାଉନ ସୁଗାର ଜବତ କରିଛି। ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ୧୭ ଲକ୍ଷ ଟଙ୍କା ହେବାର ଅନୁମାନ କରାଯାଉଛି। ଏଥିରେ ସଂପୃକ୍ତ ବାଲେଶ୍ୱରର ସେକ ହସିମ ବକ୍ସକୁ…

ସ୍କୁଟିରୁ ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର…

ଆଳି: ରାଜ୍ୟରେ ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢ଼ିବାକୁ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ଆଳି ପୁଲିସ ଦୁଇଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଳି ପୁଲିସ ରାତ୍ରି ପାଟ୍ରୋଲିଂରେ ସମୟରେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ଏକ…

ଓଡିଶାରେ ବ୍ରାଉନ ସୁଗାର ମାମଲାର ତଦନ୍ତ…

ଭୁବନେଶ୍ୱର: ବାଲେଶ୍ବର ବ୍ରାଉନ ସୁଗାର କାରବାରର ତଦନ୍ତ ଦାୟିତ୍ବ ହାତକୁ ନେଲା ଇଡି। ବ୍ରାଉନ ସୁଗାର କାରବାରରେ ମନି ଟ୍ରେଲ୍ ଏବଂ ମନି ଲଣ୍ଡରିଂର ଖୋଳତାଳ କରିବ ଇଡି। ପ୍ରଥମ ଥର ପାଇଁ ଆର୍ଥିକ ଅନିୟମିତତା ଅନୁସନ୍ଧାନରେ କେନ୍ଦ୍ରୀୟ ଏଜେନ୍ସି ଓଡିଶାରେ ବ୍ରାଉନ ସୁଗାର ମାମଲାର ଯାଞ୍ଚ କରିବ। ଗତ…

ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ବ୍ରାଉନ୍…

ଭୁବନେଶ୍ବର: ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ। ଆଜି ସହିଦ ନଗର ପୁଲିସ ୧୩୦ ଗ୍ରାମ୍‌ର ବ୍ରାଉନ୍ ସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ନିଶା ଔଷଧ ବିକାଳିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ପୁରୀ ଜିଲ୍ଲାର ନିକୁଞ୍ଜ ଜଗଦେବ ଏବଂ ଧୀରେନ୍ଦ୍ର ଜୟସିଂହ। ସୂଚନା…