Odisha Link
Bridging the Missing Links in Odisha

ଅଭିନେତ୍ରୀ କିଆରାଙ୍କ ଭଳି ଦେଖାଯାନ୍ତି କଳ୍ପନା, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

ମୁମ୍ବାଇ : ଟିକ୍‌ଟକ୍‌ରେ ବର୍ତ୍ତମାନ ବଲିଉଡର ଅଭିନେତା ଓ ଅଭିନେତ୍ରୀଙ୍କ ଭଳି ଦେଖାଯାଉଥିବା ଚେହେରା ଦେଖିବାକୁ ମିଳୁଛି । ତେବେ  ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଟିକ୍‌ଟକ୍‌ରେ ଅଭିନେତ୍ରୀ କିଆରା ଆଡ଼ଓ୍ବାଣୀଙ୍କ ଭଳି ଦେଖାଯାଉଥିବା କଳ୍ପନା ଶର୍ମାଙ୍କ ଭିଡ଼ିଓ ଭାଇରାଲ ହେବା ସହ ସମସ୍ତଙ୍କୁ ଖୁବ ପସନ୍ଦ ମଧ୍ୟ ଆସୁଛି ।

https://www.instagram.com/p/BzrrWIAnGJM/

କଳ୍ପନା କବୀର ସିଂରେ ଥିବା ଡାଏଲଗ୍‌ କୁ ଅତି ସୁନ୍ଦର ଭାବେ କହି ଟିକ୍‌ଟକ୍‌ ୟୁଜରଙ୍କୁ ବେଶ୍‌ ଆକର୍ଷିତ କରିପାରିଛନ୍ତି । କେତେକ ବଲିଉଡ୍‌ କଳାକାରଙ୍କ ଡାଏଲଗ୍‌ କହିବା ଶୈଳୀକୁ ନକଲ କରି ଏଭଳି ବହୁ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରୁଛନ୍ତିି ।

ତେବେ ସେଗୁଡ଼ିକ ମଧ୍ୟରୁ କଳ୍ପନାଙ୍କ ଭିଡ଼ିଓକୁ ୟୁଜର ଅଧିକ ପସନ୍ଦ କରୁଥିବା କୁହାଯାଉଛି।

Comments are closed.