Odisha Link
Bridging the Missing Links in Odisha
Daily Archives

March 5, 2020

୨୦ ବର୍ଷର ମୁଖ୍ୟମନ୍ତ୍ରୀ: ନବୀନଙ୍କ…

ଭୁବନେଶ୍ବର: ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନବୀନ ପଟ୍ଟନାୟକ ସେବେ ଠାରୁ ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ମୁଖିଆ ଭାବେ ଶାସନ କରି ଆସୁଛନ୍ତି। ଏକଦା ରାଜନୀତିର ବର୍ଣ୍ଣବୋଧ ଜାଣିନଥିବା ନବୀନ ବିଗତ ୨୦ ବର୍ଷର ମୁଖ୍ୟମନ୍ତ୍ରୀତ୍ବ କାଳରେ କ୍ରମଶଃ ନିଜକୁ…

କ୍ରୀଡ଼ା ଓ ଯୁବସେବା ବିଭଗ ପକ୍ଷରୁ ‘ବିଜୁ…

ଭୁବନେଶ୍ୱର : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୭ଟା ସମୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ) ନିକଟରୁ…

ରଣେନ୍ଦ୍ରଙ୍କ ବିବାଦୀୟ ମନ୍ତବ୍ୟ ଉପରେ…

ଭୁବନେଶ୍ୱର : ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ବିଧାନ ବିରୋଧୀ ମନ୍ତବ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋର୍ ନିନ୍ଦା କରିଛି ରାଜ୍ୟ ବିଜେପି । ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିବା ସହ କଟକ ଠାରେ ଆଜିର…

କେନ୍ଦ୍ରୀୟ ପଂଚାୟତରାଜ ମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ : ୨୦୨୨ ସୁଦ୍ଧା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଓ ସେହି ଅନୁଯାୟୀ ଅର୍ଥ ବ୍ୟୟବରାଦ କରୁଛନ୍ତି । କିନ୍ତୁ ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ଦଳର ପ୍ରରୋଚନାରେ ବ୍ୟାପକ…

ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ…

ଭୁବନେଶ୍ୱର : ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ପ୍ରଭୂତ ସମ୍ଭାବନା ରହିଛି । ଓଡ଼ିଶାରେ ଯେଣସି ଉତ୍ପାଦର ଉତ୍ପାଦନ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି ବୋଲି ଭୁବନେଶ୍ୱରଠାରେ ୧୬ତମ ଏଣ୍ଟରେ ପ୍ରନିୟର୍ସ ସପ୍ତାହ ଉଦ୍‌ଘାଟନ କରି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ…

ଯୋଗ୍ୟତା କାର୍ଡ ବାଂଟି ଅଯୋଗ୍ୟ…

ଭୁବନେଶ୍ୱର : ୨୦୨୨ ସୁଦ୍ଧା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କିନ୍ତୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । ଫନି ବାତ୍ୟା ପରେ ରାଜ୍ୟ ସରକାର…

ବିଧାନସଭା ପରିସରରେ ପ୍ରବାଦ ପୁରୁଷ ବିଜୁ…

ଭୁବନେଶ୍ୱର :  ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉ ପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ତଥା ପ୍ରାର୍ଥନା ସଭାଅନୁଷ୍ଠିତ ହୋଇଥିଲା । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ…

ଆସନ୍ତାକାଲି ସିନେ ପରାଦାକୁ ଆସିବ…

ମୁମ୍ବାଇ : ବଲିଉଡ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କ ସିନେମା 'ବାଗୀ ୩' ଆସନ୍ତାକାଲି ସିନେ ପରାଦାକୁ ଆସିବ । ପୁଣିଥରେ ଦର୍ଶକ ଟାଇଗର୍‌ ଶ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କୁ ଏକାଠି ଦେଖିବାକୁ ପାଇବେ । ପୂର୍ବରୁ ସିନେମାର ଟ୍ରେଲର୍‌କୁ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ତେବେ ଟାଇଗରଙ୍କ ଦମ୍‌ଦାର୍‌ ଷ୍ଟଣ୍ଟ,…

‘କରୋନା’ ନେଇ ସ୍କୁଲରେ ସଚେତନତା କରାଯିବ

ଭୁବନେଶ୍ୱର : ସାରା ଦେଶରେ କରୋନାର ଭୟ ଲାଗି ରହିଛି । ଓଡ଼ିଶାରେ ‘କରୋନା’ରେ କେହି ଆକ୍ରାନ୍ତ ହୋଇନାହାନ୍ତି। ‘କରୋନା’କୁ ନେଇ ଗତକାଲି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଥିବା ବେଳେ ଆଜି ସ୍କୁଲ ପିଲାମାନଙ୍କ ଭିତରେ ସଚେତନତା କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି (ଓଏସ୍‌ଇପିଏ)…

କରୋନା ଭୟ: କାଲିଠୁ ଦିଲ୍ଲୀର ସମସ୍ତ…

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଏହାର କାୟା ବିସ୍ତାର କରୁଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୩୦କୁ ବୃଦ୍ଧି ପାଇଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ…