Odisha Link
Bridging the Missing Links in Odisha

ଭାରତ ରତ୍ନ ପାଇଁ ନୋଟିସ

ଭୁବନେଶ୍ୱର: ପୁଣି ଉଠିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି କରାଯାଇଛି। ଏନେଇ ଆଜି ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକ ନୋଟିସ ଆଣିଛନ୍ତି । ଆଜି ଶୂନ୍ୟକାଳରେ ଶ୍ରୀ ପଟ୍ଟନାୟକ ଏହି ନୋଟିସ ଆଣିଛନ୍ତି। ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି କରି ଶ୍ରୀ ପଟ୍ଟନାୟକ ଏହି ନୋଟିସ ଆଣିଛନ୍ତି ।

Comments are closed.