Odisha Link
Bridging the Missing Links in Odisha
Daily Archives

March 6, 2020

ଚଳିତବର୍ଷ ରାଜ୍ୟପାଳ ଖେଳିବେନି ହୋଲି

ଭୁବନେଶ୍ବର: ଚଳିତଥର ରଙ୍ଗର ପର୍ବ ହୋଲି ଖେଳିବେ ନାହିଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ରାଜଭବନ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ। ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ…

ମହିଳା ଦିବସ ଭେଟି ଦେଲା ‘ମୋ ବସ୍’,…

ଭୁବନେଶ୍ବର: ସାରା ବିଶ୍ବ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରେ। ଏଥିପାଇଁ ମହିଳା ଦିବସରେ ମହିଳା ମାନଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କରିବ କ୍ରୁଟ। ଆନ୍ତର୍ଜାତୀୟ ମହିଳା ଦିବସରେ ମୋ’ ବସରେ ମାଗଣା ଯାତ୍ରା କରିବେ ମହିଳା। ଏନେଇ ଆଜି କ୍ରୁଟର ଜେନେରାଲ୍ ମ୍ୟାନେଜର ଦିପ୍ତୀ…

BJD ଇତିହାସରେ ପ୍ରଥମ: ରାଜ୍ୟ…

ଭୁବନେଶ୍ବର: ବିଜୁ ଜନତା ଦଳରେ ଜଣେ ନେତା କୌଣସି ପଦବୀ ପ୍ରାପ୍ତ ହେବା ପରେ ତାଙ୍କୁ ଦଳ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯିବା ଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ…

ମୋଦି ସରକାରଙ୍କ ମହିଳା କୈନ୍ଦ୍ରିକ…

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା ସଂପର୍କିତ ଏକ ପଦର୍ଶନୀ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ କରାଯିବ। ଏହା ସହ ସଶକ୍ତ ମହିଳାଙ୍କ ଦ୍ୱାରା ହିଁ ସମାଜ ସଶକ୍ତ ହୋଇପାରିବ ପ୍ରସଙ୍ଗକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।…

ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା…

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିଷ୍ଠାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ…

ମହିଳା କର୍ମଚାରୀଙ୍କୁ ଚିଠି ସହ ଗୋଲାପ…

ମୁମ୍ବାଇ: ମାର୍ଚ୍ଚ ୮ରେ ସାରା ବିଶ୍ବ ପାଳନ କରିବାକୁ ଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଦିବସକୁ ଦୃଷ୍ଟିରେ ରଖି ଶୁକ୍ରବାର ସମସ୍ତ ମହିଳା ସରକାରୀ କର୍ମଚାରୀଙ୍କୁ ମହାରାଷ୍ଟ୍ର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ବାରା ଲେଖାଯାଇଥିବା ଚିଠି ସହ ଏକ ଗୋଲାପ ଫୁଲ ଦିଆଯାଇ ସ୍ବାଗତ…

ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ

ଭୁବନେଶ୍ବର : ଆଜି ଓଡିଶା ପୋଲିସ ଆନୁକୂଲ୍ୟରେ “ପୋଲିସରେ ମହିଳା” ଶୀର୍ଷକ ଏକ ଦିନିକିଆ ସମ୍ମିଳନୀ କଟକସ୍ଥ ଓ.ଏସ୍.ଏ. ଷଷ୍ଠ ବାଟାଲିୟନ ପରିସର ଠାରେ ଆୟୋଜନ କରାଯାଇଅଛି । ରାଜ୍ୟ ପୋଲିସ ବିଭିିନ୍ନ ବର୍ଗରେ କାର୍ଯ୍ୟ କରୁଥିବା ୧୨୭ ଜଣ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଏହି ସମ୍ମିଳନୀରେ ଅଂଶ…

ସିଏସଆର କାର୍ଯ୍ୟ ନିମନ୍ତେ ଜିନ୍ଦଲ ଷ୍ଟିଲ…

ନୂଆଦିଲ୍ଲୀ : କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ନିମନ୍ତେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ) କୁ ସମ୍ମାନ ଜନକ ଗୋଲଡେନ ପିକକ ସିଏସଆର ସମ୍ମାନ - 2019 ପ୍ରଦାନ କରାଯାଇଛି । ଓଡିଶା, ଛତିଶଗଡ ଏବଂ ଝାରଖଣ୍ଡରେ ବିଭିନ୍ନ ସାମାଜିକ ବିକାଶ…

ଆଇ.ଏଚ.ଏସ ଦ୍ବାରା ଭୌତିକ ବିଜ୍ଞାନରେ…

 ଭୁବନେଶ୍ବର : ସମଗ୍ର ପୂର୍ବ ଭାରତର ଶ୍ରବଣ ବିଜ୍ଞାନ ଏବଂ ଭୌତିକ ବିଜ୍ଞାନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇନଷ୍ଟିଚୁଟ ଅଫ ହେଲଥ ସାଇନ୍ସସେସ , ଭୁବନେଶ୍ବର ତାର ଚନ୍ଦ କ୍ୟାମ୍ପସ ପରିସରରେ ଭୌତିକ ବିଜ୍ଞାନରେ ଶ୍ରମ ଦକ୍ଷତା ଶାସ୍ତ୍ରର ଉପଦେୟତାକୁ ନେଇ ଏକ ଆଲୋଚନା ଚକ୍ର ଆଲୋଚନା କରିଥିଲା । ଇତ୍ୟବସରେର…

ଅନ୍ୟ ଧର୍ମରେ ବିବାହ କଲେ ମିଳିବ…

କେରଳ: ଅନ୍ୟ ଧର୍ମରେ ବିବାହ କଲେ ମିଳିବ ସୁରକ୍ଷିତ ଘର ସହ ଆର୍ଥିକ ସହାୟତା। ଏଭଳି ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି କେରଳ ସରକାର। ଏହି ଯୋଜନା ମାଧ୍ୟମରେ ଅଲଗା ଧର୍ମରେ ବିବାହ କରୁଥିବା ଲୋକଙ୍କୁ ସରକାର ସୁରକ୍ଷିତ ଘର ଉପଲବ୍ଧ କରାଇବେ। ସରକାରଙ୍କ ଏହି ନୂତନ ଯୋଜନାର ନାମ ‘’ସୁରକ୍ଷିତ ଘର’’।…