ଆଇ.ଏଚ.ଏସ ଦ୍ବାରା ଭୌତିକ ବିଜ୍ଞାନରେ ଶ୍ରମ ଦକ୍ଷତା ଶାସ୍ତ୍ରର ଉପଦେୟତାକୁ ନେଇ ଆଲୋଚନା

ଭୁବନେଶ୍ବର : ସମଗ୍ର ପୂର୍ବ ଭାରତର ଶ୍ରବଣ ବିଜ୍ଞାନ ଏବଂ ଭୌତିକ ବିଜ୍ଞାନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇନଷ୍ଟିଚୁଟ ଅଫ ହେଲଥ ସାଇନ୍ସସେସ , ଭୁବନେଶ୍ବର ତାର ଚନ୍ଦ କ୍ୟାମ୍ପସ ପରିସରରେ ଭୌତିକ ବିଜ୍ଞାନରେ ଶ୍ରମ ଦକ୍ଷତା ଶାସ୍ତ୍ରର ଉପଦେୟତାକୁ ନେଇ ଏକ ଆଲୋଚନା ଚକ୍ର ଆଲୋଚନା କରିଥିଲା ।
ଇତ୍ୟବସରେର ଆସି.ଏମ. ଆର. ର ବରିଷ୍ଠ ଚକିିତ୍ସା ବୈଜ୍ଞାନିକ ଡା.ଅମରେନ୍ଦ୍ର ମହାପାତ ମୁଖ୍ୟ ଅତିଥି ଭାବେ ଏବଂ ଵୋକାର ଇସ୍ପାତ କାରଖାନ,ସେଲର ବରିଷ୍ଠ ଅଧିକାରୀ ତଥା ଅନେକ ଗେବଷଣାତ୍ମକ ସନ୍ଦର୍ଭ ପ୍ରସ୍ତିତ କରିଥିବା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶ୍ରମ ଦକ୍ଷତା ଶାସ୍ତ୍ରବିତ ଡଃ ତ୍ରିନାଥ ପାଚାଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟ କ୍ରମର ଆରମ୍ଭ ରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦେଶକ ପ୍ରଫେସର. ସତ୍ୟ ମହାପାତ୍ର, ଡଃ ଅମରେନ୍ଦ୍ର ମାହାପାତ୍ର ପ୍ରଦୀପ ପ୍ରଜ୍ଜଳନ କରି ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ ।ଡଃ ପାଚଲା ଆଧୁନିକ ସମୟରେ ଶ୍ରମ ଦକ୍ଷାତା ଶାସ୍ତ୍ରର ନୂତନ ଜ୍ଞାନ କୌଶଳ ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ ଯାହାକି ଉପସ୍ଥିତ ସମସ୍ତ ସଭାସଦଙ୍କ ଦ୍ବାରା ଆଦୃତ ହୋଇଥିଲା ।