Odisha Link
Bridging the Missing Links in Odisha
Daily Archives

March 6, 2020

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ମାଇକ୍ରୋସେଭ୍‌, ଗେଟ୍ସ୍ ଫାଉଣ୍ଡଡେସନ ଏବଂ କ୍ଲିନଟନ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା:…

ଫାଶିରୁ ବର୍ତ୍ତିବା ପାଇଁ ଗଳାବାଟ…

ନୂଆଦିଲ୍ଲୀ: ଫାଶିରୁ ବର୍ତ୍ତିବା ପାଇଁ ପୁଣି ଆଇନର ଗଳାବାଟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ଗତକାଲି ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ସକାଳ ୫.୩୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ କରିଛି ପଟିଆଲା ହାଉସ କୋର୍ଟ। ମାତ୍ର ପୁଣି ଫାଶି ତାରିଖକୁ ଟାଳିବା ପାଇଁ ନୂଆ ଉପାୟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ନିର୍ଭୟା…

ସମବାୟ ହେଉଛି ସମୃଦ୍ଧିର ସୂତ୍ରଧର :…

ଭୁବନେଶ୍ୱର : ସଂଘର୍ଷ ନୁହେଁ, ସମନ୍ୱୟ ହିଁ ଭାରତୀୟତା । ବିଭାଜନକୁ ସହଯୋଗ ଓ ସଂହତିରେ ପରିଣତ କରିବାର ପ୍ରକ୍ରିୟା ହେଉଛି ସମବାୟ । ସମବାୟ ହେଉଛି ସମୃଦ୍ଧିର ସୂତ୍ରଧର । ସମବାୟର ତତ୍ୱ ଓ ଆଦର୍ଶ ଅନ୍ୟ ସମସ୍ତ କ୍ଷେତ୍ରକୁ ପ୍ରସାରିତ ହେବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି…

କମିଲା ବସ ଭଡ଼ା

ଭୁବନେଶ୍ୱର: ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। କାରଣ ଏବେ ରାଜ୍ୟ ସରକାର ବସ ଭଡ଼ା ହ୍ରାସ କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ ବସଭଡ଼ା ୧ ପଇସା କମିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡା ୨ ପଇସା ହ୍ରାସ କରାଯାଇଛି। ଅର୍ଡିନାରୀ ବସ ଭଡ଼ା ୬୯ରୁ ୬୮ ପଇସା ଓ ଏକ୍ସପ୍ରେସ ବସ ଭଡ଼ା କିମି…

ବ୍ୟାଙ୍କ ମିଶ୍ରଣକୁ ବିରୋଧ, ୨୭ରେ…

ନୂଆଦିଲ୍ଲୀ:  ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ। ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ନିମନ୍ତେ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ଦେଶର ଦୁଇ ବୃହତ୍‌ ବ୍ୟାଙ୍କ ୟୁନିଅନ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (ଏଆଇବିଓଏ) ଏବଂ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏସନ ବିରୋଧ…

କ୍ୟାନସର ରୋଗୀଙ୍କୁ ସାହାଯ୍ୟ କଲେ ୮୦ରୁ…

ଚେନ୍ନାଇ: ଜଣେ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟତଃ ଲୋକ ଟଙ୍କା ଦାନ କରିଥାନ୍ତି। ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ୮୦ରୁ ଉର୍ଦ୍ଧ୍ବ ଯୁବତୀ ରୋଗୀଙ୍କ ପାଇଁ କେଶ ଦାନ କରିଛନ୍ତି। କ୍ୟାନ୍‌ସର୍‌ ସହିତ ଲଢ଼େଇ କରୁଥିବା ରୋଗୀ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡର କେଶ ହରାଇଥା’ନ୍ତି।…

ନାବାଳକ ବାଇକ୍‌ ଚାଳକଙ୍କୁ ୨୫ ହଜାର…

ସମ୍ବଲପୁର : ସମ୍ବଲପୁରରେ ପୁଣି ଟ୍ରାଫିକ୍ ଚେକିଂ କଡାକଡି ହୋଇଛି। ନାବାଳକ ଗାଡି ଚାଳାଇବା ଯୋଗୁଁ ପୁଣି କଟିଲା ୨୫ ହଜାର ଟଙ୍କାର ଫାଇନ୍ । ସମ୍ବଲପୁର ଅଇଁଠାପାଲି ବୁଢାରଜାରେ ଚେକିଂ ସମୟରେ ପରିବହବ ବିଭାଗ ହାବୁଡରେ ପଡି ଫାଇନ୍ ଗଣିଛନ୍ତି ନାବାଳକ। ମିଳିଥିବା ସୂଚନା ଅନୁସାରେ, ନାବାଳକ ଜଣଙ୍କ ଏକ…

ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ…

ନୂଆଦିଲ୍ଲୀ : ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କଲେ ବିମଲ ଜୁଲ୍କା। ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବିମଲ ଜୁଲ୍କାଙ୍କୁ ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ଶପଥ ଗ୍ରହଣ କରାଇଛନ୍ତି। ବିମଲ ଜୁଲ୍କାଙ୍କୁ ନୂଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିମଲ…

କରୋନା ଆକ୍ରାନ୍ତଙ୍କୁ ମିଳିବ ମାଗଣା…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଲୋକସଭା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରାଯାଇଥିଲା। ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ଶେଷରେ ରାଜ୍ୟ…

ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ପାଇଁ ଏକ…

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ସଞ୍ଚନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଦ୍ୟାବଧି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ଥିବା ୨୪୯୫୪୧୨୭ ପାଠ୍ୟ ପୁସ୍ତକ ମଧ୍ୟରୁ…