ଭୀଷ୍ମଗିରିରେ ନିର୍ମାଣ ହେବ ମିନିଷ୍ଟାଡିୟମ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଭୀଷ୍ମଗିରି ଠାରେ ଏକ ମିନିଷ୍ଟାଡିୟମ ନିର୍ମାଣ ହେବ । ଏହାର ନିର୍ମାଣ ଯଥାଶୀଘ୍ର ଆରମ୍ଭ କରିବାକୁ ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର କ୍ରୀଡା ଓ ଯୁବସେବା ମନ୍ତ୍ରୀଙ୍କ ପତ୍ର ନେରଣ କରଥିିନେ ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚାଲୁରହିଛିି ବୋଲି କ୍ରୀଡା ଓ ଯୁବସେବା ବିଭାଗ ଜଣାଇଛନ୍ତି ।