Odisha Link
Bridging the Missing Links in Odisha
Daily Archives

March 17, 2020

କୋଣାର୍କକୁ ମିଳିଲା କେନ୍ଦ୍ର ଆଦର୍ଶ…

ନୂଆଦିଲ୍ଲୀ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କାରଣ କେନ୍ଦ୍ର ସରକାର ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ଦେଶର ୧୯ଟି ଆଇକନିକ ବା ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏ ସଂପର୍କରେ ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି।…

କରୋନା ପାଇଁ କଣ୍ଡୋମ୍

ଓଏସ୍‌ ବ୍ୟୁରୋ: ସାରା ବିଶ୍ବକୁ କରୋନା (COVID-19) ଭାଇରସ୍‌ ଭୀତତ୍ରସ୍ଥ କରି ଦେଇଥିବା ବେଳେ ଏହା ପ୍ରଭାବରେ ୭୨୦୦ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ସାରିଲାଣି। ଏଭଳି ସମୟରେ ଆମେରିକାର ଏକ ଔଷଧ କମ୍ପାନୀ କରୋନା ନାମରେ ଏକ କଣ୍ଡୋମ୍‌ ବଜାରକୁ ଛାଡ଼ିଛି। ଏହା ବ୍ୟବହାର କଲେ COVID-19 ସଂକ୍ରମଣକୁ ଏଡ଼ାଇ ହେବ…

ସଂପୂର୍ଣ୍ଣ ବନ୍ଦ ହେବନି ସପିଂ ମଲ୍:…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କରୋନା ନେଇ ସପିଂ ମଲ୍ ସଂପର୍କରେ ସୂଚନା ଦେଇଛନ୍ତି। ସପିଂ ମଲ୍ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବନି। ମଲରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ମଲରେ ଥିବା ଗ୍ରୋସରୀ, ଖାଦ୍ୟ ସାମଗ୍ରୀ, ଔଷଧ ଦୋକାନ ଖୋଲା ରହିବ ବୋଲି ସେ…

କରୋନା ପ୍ରଭାବ: ପୂର୍ବତଟ ରେଳର ୧ଲକ୍ଷରୁ…

ଭୁବନେଶ୍ୱର: କରୋନା ଭାଇରସ୍‌କୁ କେନ୍ଦ୍ର କରି ଦେଶ ଓ ରାଜ୍ୟରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। କରୋନାକୁ ନେଇ ଆତଙ୍କିତ ଜନତା ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଅଧିକ ନିରାପଦ ମଣୁଛନ୍ତି। ଫଳରେ ଏହାର ସିଧାସଳଖ ପ୍ରଭାବ ଏବେ ପୂର୍ବତଟ ରେଲେଓ୍ଵ…

କର୍ମଚାରୀଙ୍କ ପାଇଁ ସୁଖବର, ଜୁଲାଇ…

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀମାନେ ପିଛିଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ। ୨୦୧୯ ଜୁଲାଇରୁ ଏହି ବର୍ଦ୍ଧିତ ମହଙ୍ଗା ଭତା ପିଛିଲା ଭାବେ ଲାଗୁ ହେବ। ଫଳରେ ମହଙ୍ଗା ଭତ୍ତା ୧୨%ରୁ ବୃଦ୍ଧି ପାଇ ୧୭% ହୋଇଛି । ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ…

କରୋନା ଭୂତାଣୁ : ଓଡ଼ିଶାକୁ ଆସୁଥିବା…

ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌ -୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ…

ଆଇସୋଲେସନ୍‌ରେ ସଂଜୟ ଦାସ ବର୍ମାଙ୍କ…

ଭୁବନେଶ୍ବର: ନିଜ ପୁଅକୁ ଘରେ ଆଇସୋଲେସନ୍‌ (ଏକାନ୍ତ କୋଠରୀରେ) ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ଦାସବର୍ମା କହିଛନ୍ତି ଯେ, ତାଙ୍କ ପୁଅ ଅଚିନ୍‌ ଦାସ ବର୍ମା ଗତକାଲି ଲଣ୍ଡନରୁ ଫେରିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା…

ଆଇସୋଲେଶନରେ ଅଛନ୍ତି ବଲିଉଡର ଦୁଇ…

ମୁମ୍ବାଇ :ଚୀନ୍‌ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି । ତେଣୁ ବିଦେଶକୁ ଯାତାୟତ ପାଇଁ କଟକଣା କରାଯାଇଛି । ଇତିମଧ୍ୟରେ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ୬୬ ବର୍ଷୀୟ ଭଜନ ସମ୍ରାଟ ଅନୁପ…

କରୋନା ଆତଙ୍କ: ବନ୍ଦ ହେଲା ଶିରିଡ଼ି ସାଇ…

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ କରୋନା ଭାଇରସର ପ୍ରଭାବ ଏବେ ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ଉପରେ ପଡ଼ିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ସାଇ ବାବଙ୍କ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି…

କରୋନା: ୧୨୩୯ ଜଣ ବିଦେଶ ଫେରନ୍ତା…

ଭୁବନେଶ୍ବର: ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବା ପାଇଁ ଗତକାଲି ରାଜ୍ୟସରକାର ‘୧୦୪’ ହେଲ୍ପଲାଇନ୍ ନମ୍ବର ସହ କୋଭିଡ୍ ୧୯ ପୋର୍ଟାଲ ଜାରି କରିଥିଲେ।ଆଜି ସଂଧ୍ୟା ସୁଦ୍ଧା ୧୨୩୯ ଜଣ ବିଦେଶ ଫେରନ୍ତା ସେମାନଙ୍କର ନାମପଞ୍ଜୀକରଣ କରିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା…