Odisha Link
Bridging the Missing Links in Odisha
Daily Archives

May 22, 2020

ଭାରତରେ କରୋନା: ୨୪ ଘଣ୍ଟାରେ ୬୦୮୮ ନୂଆ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧ ଲକ୍ଷ ୧୨ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ଆଜି ଅପରାହ୍ନରେ ଓଡ଼ିଶା ଆସିବେ…

ଭୁବନେଶ୍ୱର: ଆଜି ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଓଡ଼ିଶାରେ ବାତ୍ୟା ‘ଅମ୍ପନ୍’‌‌ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ ମଧ୍ୟ…

କରୋନା: ରାଜ୍ୟରେ ଆଉ ୮୬ ଆକ୍ରାନ୍ତ…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ୧୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ମିଳିିଛି। ୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୪୬ ଜଣ, କଟକରୁ ୧୧ ଜଣ, ନୟାଗଡ଼ରୁ…

ନୟାଗଡ଼: ୪୮ ଘଣ୍ଟା ପାଇଁ କୁରାଳ ପଞ୍ଚାୟତ…

ନୂଆଗଡ଼: ପୁଣିଥରେ ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କୁରାଳ ପଞ୍ଚାୟତ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା। ଏନେଇ ସୂଚନା ଦେଇଛନ୍ତି ସରପଞ୍ଚ(ଜିଲ୍ଲାପାଳ କ୍ଷମତା ପ୍ରାପ୍ତ) ଝିଲି ପ୍ରଧାନ। ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୮…

ଆଜିଠୁ କାଉଣ୍ଟରରେ ମିଳିବ ରିଜର୍ଭ…

ଭୁବନେଶ୍ବର: ଆଜିଠାରୁ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍। ଏଣିକି ରିଜର୍ଭେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍‌। ତେବେ କେଉଁ କେଉଁ ରେଲ୍‌ୱେ ଷ୍ଟେସନରେ ରିଜର୍ଭେସନ୍‌ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍‌ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ…