Odisha Link
Bridging the Missing Links in Odisha
Daily Archives

May 22, 2020

WHO କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେଲେ…

ନୂଆଦିଲ୍ଲୀ: ଆଜି ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଜାପାନର ଡ. ହିରୋକି ନିକୋଟିନଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ…

ପାକିସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା

କରାଚୀ: ପାକିସ୍ତାନରେ ଆଜି ଏକ ବଡ଼ଧରଣର ବିମାନ ଦୁର୍ଘଟଣା ହୋଇଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନଟି ଦୁର୍ଘଟଣା ହୋଇଛି । ଲ୍ୟାଣ୍ଡିଂ ପୂର୍ବରୁ କରାଚୀ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଲାହୋରରୁ କରାଚୀ ଯାଉଥିଲା ଏହି ଯାତ୍ରୀବାହୀ ବିମାନ।…

ଭାରତ-ଚୀନ ବିବାଦ, ଆଗକୁ ଆସିଲା ଆମେରିକା

ନୂଆଦିଲ୍ଲୀ: ଭାରତ-ଚୀନ ସୀମାନ୍ତରେ ଗମ୍ଭୀର ସ୍ଥିତି ଉପୁଜିଛି। ବାରମ୍ବାର ଭାରତର ସୀମାକୁ ଅତିକ୍ରମ କରୁଛି ଚୀନ। ଭାରତୀୟ ସେନାର ବାରମ୍ବାର ଚେତାବନୀ ପରେ ମଧ୍ୟ ସୁଧୁରୁନି ଚୀନ। ଅରୁଣାଚଳ ପ୍ରଦେଶରେ ବାରମ୍ବାର ସୀମା ଉଲଙ୍ଘନ କରୁଛି ଚୀନ। ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି…

ଓଡ଼ିଶାରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ…

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବାତ୍ୟା ଅମ୍ଫାନ୍‌ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିବେ ମୋଦି। ବିମାନମନ୍ଦରରେ ମେଦିଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ…

ପଶ୍ଚିମବଙ୍ଗକୁ ୧ହଜାର କୋଟିର ସହାୟତା…

କଲୋକାତା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଅମ୍ପାନ ପାଇଁ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ପଶ୍ଚିମବଙ୍ଗ ୧ ହଜାର କୋଟି ସହାୟତା ଘୋଷଣା କରିଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ମୋଦି ଏହି ସହାୟତା ଘୋଷଣା କରିଛନ୍ତି। ପରେ କ୍ଷୟକ୍ଷତି ଆକଳନ ପରେ ଆହୁରି ସହାୟତା ରାଶି ଘୋଷଣା…

ଆଉ ୪୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟ ପାଇଁ ପୁଣି ଆଉ ଏକ ଭଲ ଖବର। ଆଜ ପୁଣି ସୁସ୍ଥ ହେଲେ ୪୩ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ମୋଟ ୪୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର…

ଭାରତରେ ପଙ୍ଗପାଳ ଆତଙ୍କ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ଆତଙ୍କ ସମୟରେ ଭାରତ, ପାକିସ୍ତାନ ଓ ଇରାନ ପାଇଁ ନୂଆ ବିପଦ ଉଭା ହୋଇଛି। ହଠାତ ଏହି ତିନି ଦେଶରେ ପଙ୍ଗପାଳ ଆତଙ୍କ ଆରମ୍ଭ ହୋଇଯାଇଛି। ପାକିସ୍ତାନ ପଟୁ ରାଜସ୍ତାନର ମରୁଭୂମି ଡେଇଁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଭାରତରେ ପ୍ରବେଶ କରିଛନ୍ତି। ରାଜସ୍ଥାନର ୩୩ ଜିଲ୍ଲାରୁ ୧୬ଟି…

କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦି

କଲୋକାତା: ମହାବାତ୍ୟା ଅମ୍ଫନର କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ କଲୋକାତରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଲକାତା ବିମାନବନ୍ଦରରେ ପହଁଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଢଙ୍କର ସ୍ୱାଗତ କରିଥିଲେ। କୋଲକାତା…

ଅଭାବନୀୟ ଘଟଣା: ମା’କୁ ପିଟି ପିଟି…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରେ ଘଟିଛି ଅଭାବନୀୟ ଘଟଣା। ମା'କୁ ପିଟିି ପିଟି ମାରିଦେଲେ ୨ ପୁଅ। ଏଭଳି ଖବର ଆସିଛି ସାତଭାୟା ଗ୍ରାମରୁ। ମୃତକ ଜଣକ ହେଲେ ତୁଳସୀ ସିଂ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଦୁଇ ପୁଅ, ମା’…

କମିଲା ରେପୋ ରେଟ୍, ଶସ୍ତା ହେବ ବ୍ୟାଙ୍କ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ମୋଦି ସରକାର ପାଖାପାଖି ୨୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଦେଶବାସୀଙ୍କୁ ସମ୍ମୁଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହାରି ମଧ୍ୟରେ ଆଜି ଆରିବିଆଇ ଗଭର୍ଣ୍ଣର…