ଆଇପିଏଲ୍ ୧୩: ସେପ୍ଟେମ୍ବର ୧୯ରୁ ଆରମ୍ଭ,…
ନୂଆଦିଲ୍ଲୀ: କରୋନା କାଳରେ ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୟୁଏଇରେ ଖେଳାଯିବ। ଆଇପିଏଲର ୧୩ ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୮ରେ ଶେଷ ହେବ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଆସନ୍ତା ସପ୍ତାହରେ ଆଇପିଏଲର ଗଭର୍ଣ୍ଣିଂ ବୈଠକ ଅନୁଷ୍ଠିତ ହେବ।…