Odisha Link
Bridging the Missing Links in Odisha
Daily Archives

July 24, 2020

ଆସୁଛି ନୂଆ ଖବର ଚାନେଲ୍ ‘ଲୋକ…

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଖବର ଚାନେଲ୍। ଏହାର ନାମ 'ଲୋକ ଟିଭି' ରହିଛି ବୋଲି ବିଶ୍ବସନୀୟ ସୂତ୍ରରୁ ଖବର ମିଳିଛି। ଏବେ ଏହି ଚାନେଲ୍‌ର ଷ୍ଟୁଡିଓ ନିର୍ମାଣ କାମ ଯୋରସୋର୍‌ରେ ଆଗେଇ ଚାଲିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି। ମିଳିଥିବାସୂଚନା ଅନୁସାରେ,…

କାଳିଆ ଟଙ୍କା ଫେରାଇବାକୁ ଅଯୋଗ୍ୟଙ୍କୁ…

ଭୁବନେଶ୍ବର: କୃଷକଙ୍କୁ ସୁବିଧା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ କାଳିଆ ଯୋଜନା। ହେଲେ ସେ ମଧ୍ୟରୁ କିଛି ଅଯୋଗ୍ୟ ହିତାଧିକାରୀ ସ୍ଥାନ ପାଇଥିଲେ। ରାଜ୍ୟରେ ଖୁବ୍ କମ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନେ କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି। ଏବେ ସେମାନଙ୍କ ଠାରୁ ଟଙ୍କା ଫେରାଇ ଆଣିବା ପ୍ରକ୍ରିୟା…

ଲକ୍‌ଡାଉନ୍‌ରେ ଖୋଲା ରହିବ ମଦ ଦୋକାନ

ଓଏଲ୍‌ ବ୍ୟୁରୋ: କରୋନା କାଳରେ ମଦ୍ୟପ ମାନଙ୍କ ପାଇଁ ଭଲ ଖବର। ଏଣିକି ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଖୋଲା ରହିବ ମଦ ଦୋକାନ। ଲକ୍‌ଡାଉନ୍‌ରେ ମଦ ଏବଂ ବିୟର ଦୋକାନ ଖୋଲା ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଦୋକାନଗୁଡ଼ିକରେ ଲାଗୁ ହେବ ବୋଲି…

ଆଇପିଏଲ୍‌ କୁ ଗ୍ରୀନ୍‌ ସିଗନାଲ, ୟୁଏଇରେ…

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। ୨ଟି ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ଏବଂ ଆଇସିସି ଟି-୨୦ ବିଶ୍ଵକପ୍‌କୁ ବନ୍ଦ କରାଯିବା ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ବାଟ ଖୋଲିଛି।ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ୟୁନାଇଟେଡ୍‌ ଆରବ…

ବିଧାନସଭା: ୫ କର୍ମୀଙ୍କୁ କରୋନା, ୩୧…

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟ ବିଧାନସଭାର ୫ ଜଣ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ୩ ଦିନ ତଳେ ସେମାନଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିବା…

ରାଜସ୍ଥାନ ରାଜନୀତି: ପାଇଲଟ୍‌ ଆଣ୍ଡ କୋକୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ବାଚସ୍ପତି ସିପି ଯୋଶୀଙ୍କୁ ଝଟକା ଲାଗିଥିବା ବେଳେ ପାଇଲଟ୍‌ ଆଣ୍ଡ କୋକୁ ଆଶ୍ବସ୍ତି ମିଳିଛି। ବିଧାନସଭା ବାଚସ୍ପତି ଦେଇଥିବା ନୋଟିସକୁ ସ୍ଥଗିତ ରଖିଛନ୍ତି ହାଇକୋର୍ଟ। ଫଳରେ ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ପାରିବେ ନାହିଁ। ସୂଚନାଥାଉକି, ଅନ୍ୟ ମାମଲା…

କରୋନା: ଚାଲିଗଲା ଆଉ ୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ୧୫୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ରେ ପହଁଞ୍ଚିଛି। ଅପରପକ୍ଷେ ଆଉ ୬ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ବଡ଼ ଖବର: ରାଜ୍ୟରେ ୨୨ ହଜାର ଟପିଲା…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ୧୫୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…

କଂଗ୍ରେସ ପାର୍ଟି କେବଳ ଗେହଲଟଙ୍କର…

ଜୟପୁର: ରାଜସ୍ଥାନ ରାଜନୈତିକରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସଚିନ ପାଇଲଟ୍। ବିଜେପିକୁ ଯିବାକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଛି ସେଥିରେ ନିଜେ ବିରାମ ଲଗାଇଛନ୍ତି ସଚିନ୍‌ ପାଇଲଟ୍। ସେ କହିଛନ୍ତି ମୁଁ ବିଜେପିକୁ ଯିବାର ନାହିଁ। କଂଗ୍ରେସ ପାର୍ଟି କେବଳ…

୨୪ ଘଣ୍ଟାରେ ସର୍ବାଧିକ ୪୯ ହଜାରରୁ…

ନୂଆଦିଲ୍ଲୀ: ଦେଶରେ ବେଲଗାମ ହେଉଛି କରୋନା ସଂକ୍ରମଣ। ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧୨ ଲକ୍ଷ ୮୭ ହଜାର…