Odisha Link
Bridging the Missing Links in Odisha
Daily Archives

July 24, 2020

ମଦ ବୋତଲ ସହ ଫଟୋ ପାଇଁ ହଟହଟା ପ୍ରକୃତି…

ଭୁବନେଶ୍ବର: ମଦ ବୋତଲ ସହ ଫଟୋ ଛାଡ଼ି ସୋସିଆଲ୍‌ ମିଡିଆରେ ଟ୍ରଲ୍‌ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହ୍ବିସ୍କି ବୋତଲ ଓ ଜଣେ ପୁରୁଷ ବନ୍ଧୁଙ୍କ ସହ ଫେସ୍‌ବୁକ୍‌ରେ ପ୍ରକୃତି ମିଶ୍ରଙ୍କ ଫଟୋକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କର ପ୍ରଶଂସକ। ଆଜି ସଂଧ୍ୟାରେ…

ହରେକୃଷ୍ଣ ମହତାବ ସ୍ମୃତି ୱେବିନାର…

ଭୁବନେଶ୍ୱର: ଡ. ହରେକୃଷ୍ଣ ମହତାବ ଦେଶର ଜଣେ ମହାନ ମହାପୁରୁଷ ଥିଲେ ବୋଲି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି | ଆଇ.ଏମ.ଏସ. ତରଫରୁ ଡ. ମହତାବଙ୍କର ୧୨୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଅୟୋଯିତ ଛଅଥାକ ବିଶିଷ୍ଟ ଶ୍ରଦ୍ଧାଞ୍ଜଳି ଶୃଙ୍ଖଳ ଉଦଯାପନୀ…

ରାଶିଫଳ: ବିଶ୍ବାସ, ଅତିବିଶ୍ବାସ ଓ…

ରାଶିଫଳ ଓ ଭାଗ୍ୟଫଳରେ ଆପଣ କେତେ ବିଶ୍ବାସ କରନ୍ତି। ବର୍ତ୍ତମାନ ସମୟରେ ରାଶିଫଳ ଓ ଗ୍ରହଗଣନା, ଭାଗ୍ୟଫଳ ଆଦି ଟିଭି ତଥା ସୋସିଆଲ ମିଡିଆରେ ଲୋକଙ୍କ ଅନ୍ୟତମ ପପୁଲାର ପ୍ରସଙ୍ଗ ଭାବେ ଗଣାଯାଉଛି। ନିଜର ଭାଗ୍ୟ ଭବିଷ୍ୟତ, ଚାକିରୀ, ବିବାହ ଆଦି ପ୍ରସଙ୍ଗରେ ଜ୍ୟୋତିଷମାନେ କଣ କହୁଛନ୍ତି ତାକୁ ଜାଣିବାକୁ ଅନେକ…

ଅଗଷ୍ଟରେ ବୀମା ଅବଧି ଶେଷ, ସାମ୍ବାଦିକ…

ଭୁବନେଶ୍ବର: ଗୋପବନ୍ଧୁ କର୍ତବ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବିମା ଯୋଜନାର ପଲିସି ଅବଧି ଶେଷ ହେବାକୁ ବସିଥିବା ବେଳେ ସାମ୍ବାଦିକମାନଙ୍କତାଲିକା ଦେଉନାହାନ୍ତି ଜିଲ୍ଲାପାଳ। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାର ସାମ୍ବାଦିକ ତାଲିକା ଏଯାଏଁ ସରକାରଙ୍କ ପାଖକୁ ଆସିନାହିଁ। ସୂଚନା ଓ ଲୋକସମ୍ପର୍କ…

ଆଇଏଏସ ଚଞ୍ଚଲ ରାଣାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର। ଏହାକୁ ନଜରରେ ରଖି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଆଇଏଏସ ଚଞ୍ଚଲ ରାଣାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସେ ଏବେ ମୟୁରଭଞ୍ଜ ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ କରୋନା ମୁକାବିଲାରେ ସମ୍ବଲପୁର ଜିଲ୍ଳାପାଳଙ୍କୁ ସହଯୋଗ କରିବା ନେଇ…

ଭଲ ଖବର: ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୫…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତ ଅଣାୟତ୍ତ ହେଉଥିବା ବେଳେ ବେଳେ ଆସିଛି ଏକ ଖୁସି ଖବର। ରାଜ୍ୟରେ ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୫,୨୦୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…

କରୋନା: ଅଣାୟତ୍ତ ରାଜଧାନୀ, ଆଜି ଆଉ ୨୪୮…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ରାଜଧାନୀ ଭୁବନେଶ୍ବରରେ କାୟା ବିସ୍ତାର କରିବାରେ ଲାଗିଛି। ଆଜି ଭୁବନେଶ୍ବରରୁ ଆଉ ୨୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ଏହା ହେଉଛି ସର୍ବାଧିକ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ବିଏମ୍‌ସି ପକ୍ଷରୁ…

କରୋନା ମୁକାବିଲାରେ ରାଜ୍ୟ ସରକାର ଏବଂ…

ଭୁବନେଶ୍ବର: ରାଜ୍ୟ ସମେତ ବିଭିନ୍ନ ମହାନଗର ନିଗମ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ବର୍ତମାନ ରାଜ୍ୟସରକାର ଭୁବନେଶ୍ୱର ମହାନଗର ସମେତ କଟକ ମହାନଗର ଏବଂ ଖୋର୍ଦ୍ଧା, ଗଂଜାମ, ଯାଜପୁର ଓ କଟକ ଜିଲ୍ଲାର ସମସ୍ତ ସହରାଂଚଳକୁ ସଟଡାଉନ ଘୋଷଣା…

ରାଜସ୍ଥାନ ରାଜନୀତି: ମୁହାଁମୁହିଁ…

ଜୟପୁର: ରୋଚକ ମୋଡ଼ରେ ରାଜସ୍ଥାନ ରାଜନୀତି। ଘଡ଼ିକେ ଘଡ଼ି ମୋଡ଼ ବଦଳାଉଛି ରାଜସ୍ଥାନ ରାଜନୀତି। ଆଜି ସଚିନ୍‌ ପାଇଲଟ୍‌ ଆଣ୍ଡ କୋ ଟିମ୍‌କୁ ହାଇକୋର୍ଟଙ୍କ ରାୟ ପରେ ଆଶ୍ବସ୍ଥି ମିଳିଛି। ଏପରିକି ହାଇକୋର୍ଟଙ୍କ ରାୟ ପରେ ନୂଆ ମୋଡ଼ରେ ରାଜସ୍ଥାନ ରାଜନୀତି। ଏପରିକି ରାଜ୍ୟପାଳ କାଲରାଜ ମିଶ୍ର ଓ ମୁଖ୍ୟମନ୍ତ୍ରୀ…

କରୋନା କବଳରେ ପୋଲସରା ବିଧାୟକ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ରାଜ୍ୟରେ ୨୨ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଅପରପକ୍ଷେ କରୋନା କାୟାରୁ ନିସ୍ତାର ପାଉ ନାହାନ୍ତି ରାଜ୍ୟର ଜଣେ ପରେ ଜଣେ ବିଧାୟକ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ…