Odisha Link
Bridging the Missing Links in Odisha

ୟୁପି ଗଣଦୁଷ୍ମର୍ମ ମାମଲାରେ ଏସଆଇଟି ଗଠନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏନେଇ ୩ ଜଣିଆ ଏସଆଇଟି ଗଠନ କଲେ ୟୁପି ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୭ ଦିନ ଭିତରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦିଆ ଯାଇଛି। ଫେଷ୍ଟ-ଟ୍ରାକ୍‌ କୋର୍ଟରେ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ କରାଯାଇଛି। ସେପ୍ଟେମ୍ବର ୧୪ରେ ଦଳିତ ମହିଳାଙ୍କ ସହ ୪ ଜଣ ଗଣଦୁଷ୍ମର୍ମ କରିଥିଲେ। ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବଢ଼ିଛି ବିବାଦ।

Comments are closed.