Odisha Link
Bridging the Missing Links in Odisha
Browsing Tag

Rape case

ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟକା। ଆଜୀବନ ଜେଲ୍ ଦଣ୍ଡାଦେଶ ଘୋଷଣା କଲେ ଗାନ୍ଧିନଗର ସେସନ୍ସ କୋର୍ଟ। ଆଶାରାମ ବାପୁଙ୍କ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦଣ୍ଡାଦେଶ କଲେ କୋର୍ଟ। ପ୍ରାୟ ୧୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ତାଙ୍କୁ ଦୋଷୀ…

ବିଦ୍ୟାଳୟରେ ଛାତ୍ରୀ ଦୁଷ୍କର୍ମ ଘଟଣା

ଓଏଲ୍ ବ୍ୟୁରୋ : କ୍ଲାସରୁମରେ ଛାତ୍ରୀ ଅସୁରକ୍ଷିତ। ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣା। ମହାରାଷ୍ଟ୍ର ମୁମ୍ବାଇରେ ସ୍କୁଲ ଭିତରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି। ୧୩ ବର୍ଷର ଅଷ୍ଟମ ଶ୍ରେଶୀ ଛାତ୍ରୀଙ୍କୁ କ୍ଲାସ ରୁମ ଭିତରେ ତାଙ୍କର ୪ ଜଣ କ୍ଲାସମେଂଟ ଦୁଷ୍କର୍ମ…

ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ପରେ…

ଭୁବନେଶ୍ଵର: ରାଜଧାନୀରେ ଲଜ୍ଜା। ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ପୀଡିତଙ୍କୁ ଉଦ୍ଧାର କରି ପତିତ ଉଦ୍ଧାର ସମିତି ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛି। ଉଦ୍ଧାର ଯୁବତୀ ମାନସିକ…

ନାବାଳିକାକୁ ଭୟଭୀତ କରି ବାରମ୍ବାର…

ତେନ୍ତୁଳିଖୁଣ୍ଟି: ନାବାଳିକାକୁ ଭୟଭୀତ କରି ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅନ୍ତର୍ଗତ କର୍ମୀଗୁଡା ଗ୍ରାମରେ। ନାବାଳିକାକୁ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି। ଦୁଷ୍କର୍ମକାରୀ ଜଣଙ୍କ ବୀରେନ୍ଦ୍ର…

ନାବାଳିକା ଦୁଷ୍କର୍ମ ମାମଲା: ଓଏଏସ୍…

ଭୁବନେଶ୍ୱର: ରାଜଧାନୀରେ ଓଏଏସ୍‌ ଅଧିକାରୀଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁର୍ଷ୍କମ ମାମଲା। ଗିରଫ ହେଲେ ଓଏଏସ୍‌ ଅଧିକାରୀଙ୍କ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟି । ପ୍ରଫୁଲ୍ଲଙ୍କୁ ବାଲିଚନ୍ଦ୍ରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ପରେ ବାଲିଚନ୍ଦ୍ରପୁର ଥାନାକୁ ନେଇ ପଚରାଉଚରା କରୁଛି। ପ୍ରଫୁଲ୍ଲଙ୍କ…

ମିଥୁନଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ପୁଅ ମହାଅକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ଅଭିନେତ୍ରୀଙ୍କୁ ୩ ବର୍ଷରୁ ଅଧିକ ସମୟ ଧରି ଦୁଷ୍କର୍ମ କରିବା ଓ ତାଙ୍କ ଗର୍ଭପାତ କରିବା ପାଇଁ ବାଧ୍ୟ କରାଇଥିବା ମାମଲାରେ ତାଙ୍କ…

ୟୁପି ଗଣଦୁଷ୍ମର୍ମ ମାମଲାରେ ଏସଆଇଟି ଗଠନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏନେଇ ୩ ଜଣିଆ ଏସଆଇଟି ଗଠନ କଲେ ୟୁପି ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୭ ଦିନ ଭିତରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦିଆ ଯାଇଛି। ଫେଷ୍ଟ-ଟ୍ରାକ୍‌ କୋର୍ଟରେ ଗଣଦୁଷ୍କର୍ମ ମାମଲାର…

ନୟାଗଡ: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ନବମ…

ନୟାଗଡ: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ଏକ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୀଡିତା ଛାତ୍ରୀ ଜଣଙ୍କ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ନବମ ଶ୍ରେଣୀର ବୋଲି ଜଣାପଡିଛି। ଏନେଇ ଓଡଗାଁ ଆଦର୍ଶ ଥାନାରେ ଏକ ମାମଲା ରୁଜୁ…

ନାବାଳିକା ଦୁଷ୍କର୍ମର ହବ୍ ପାଲଟିଛି…

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଶାସକ ଦଳର ନେତା ଓ କର୍ମୀମାନେ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାର ପ୍ରମାଣ ମିଳୁଛି । ଯାଜପୁର ଜିଲ୍ଲା କୁଆଖିଆ ରସଲପୁର ବ୍ଲକ ଅତଲପୁର ପଞ୍ଚାୟତ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେ…

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଦ୍ବାରା ଘଟଣାରେ ଜଣେ ଅଟକ ଥିବା ବେଳେ ୩ଜଣ ଫେରାର ଅଛନ୍ତି। ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁସାରେ,…