Odisha Link
Bridging the Missing Links in Odisha
Browsing Tag

Rape case

ପୂର୍ବତନ ମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ…

ଉତ୍ତରପ୍ରଦେଶ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଜାମିନ୍ ମିଳିଛି। ୪ ମାସ ଜେଲରେ ରହିବା ପରେ ଚିନ୍ମୟାନନ୍ଦଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗତବର୍ଷ ୧୬ ନଭେମ୍ୱରରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ନିଜ କଲେଜର…

ଦୁଷ୍କର୍ମ ପରେ ଯୌନାଙ୍ଗରେ ଲୁହାରଡ…

ମୁମ୍ବାଇ: ଦୁଷ୍କର୍ମ ପରେ ମହିଳାଙ୍କ ଯୌନାଙ୍ଗରେ ଲୁହାରଡ ଭର୍ତ୍ତିକଲେ ଦୁର୍ବୃ୍ତ୍ତ। ଏଭଳି ଏକ ଅମାନୁଷିକ ଦୁଷ୍କର୍ମ ଓ ନିର୍ଯ୍ୟାତନା ଘଟଣା ଘଟିଛି ମହାରାଷ୍ଟ୍ରର ପାରଡି ଅଞ୍ଚଳରେ। ଜଣେ ୧୯ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଓ ପରେ ତାଙ୍କ ଯୌନାଙ୍ଗରେ ଲୁହାରଡ ଭର୍ତ୍ତି କରିଥିବା ନେଇ ପୀଡିତାଙ୍କ ପରିବାର…

ଦୁଷ୍ମର୍ମ ହୋଇଛି, ଏସ୍‌ପି ମିଛ କହୁଛନ୍ତି…

ପୁରୀ: ବଳଙ୍ଗା ଥାନା ଏଏସ୍‌ଆଇଙ୍କ ନାଁରେ ଦୁଷ୍ମର୍ମ ଅଭିଯୋଗ ମାମଲା ପୁଣି ନୂଆ ମୋଡ଼ ନେଉଛି। ଦୁଷ୍କର୍ମ ହୋଇଛି ବୋଲି ଦୃଢ଼ତାର ସହ କହିଛନ୍ତି ପୀଡ଼ିତା ମହିଳା। ପୀଡ଼ିତା ଜଣଙ୍କ କହିଛନ୍ତି ଯେ, ଦୁଷ୍କର୍ମ ହୋଇଛି କିନ୍ତୁ ମୁଁ କେବଳ ଡାକ୍ତରୀମାଇନା ପାଇଁ ମନା କରିଛି। ଦୁଷ୍କର୍ମ ହୋଇନି ବୋଲି ଏସ୍‌ପି…

ଉନ୍ନାଓ ଘଟଣା ପ୍ରତିବାଦରେ ନିଜ ଝିଅକୁ…

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ବାହାରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହେବେ ସହ ଘଟଣାକୁ ବିରୋଧ କରୁଛନ୍ତି। ତେବେ ଏହି ସମୟରେ ସେଠାରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିକ୍ଷୋଭ…

ଦୋଷୀଙ୍କୁ ଗୁଳିକରି ମାରି ଦିଆଯାଉ :…

ନୂଆଦିଲ୍ଲୀ: ଗତକାଲି ‘ଦିଶା’ ଗଣବଳାତ୍କାର ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ଘଟଣାରେ ଦିଶାଙ୍କୁ ନ୍ୟାୟ ମିଳିଲା ବୋଲି ଦେଶବ୍ୟାପୀ ଚର୍ଚ୍ଚା ହୋଇଥିବା ବେଳେ ଗତ ରାତିରେ ହିଁ ଉନ୍ନାଓ ପୀଡ଼ିତା ଆଖିବୁଜିଲେ ଯାହା ପୁଣି ଥରେ ଦେଶବାସୀଙ୍କୁ ଦୁଃଖିତ କରିଛି। ଏନେଇ ଦିଶାଙ୍କ ଭଳି ଉନ୍ନାଓ…

ଉନ୍ନାଓ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା…

ଉନ୍ନାଓ : ଉନ୍ନାଓ ଗଣଦୁଷ୍କର୍ମରେ ପୀଡିତା ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏବେ ସେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ…

ଏନ୍‌କାଉଣ୍ଟର ଘଟଣା ପାଇଁ ତଦନ୍ତ…

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ଆଜି ପ୍ରତ୍ୟୁଷରେ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ତେବେ, ପୁଲିସ୍‌ର ଏହି ଏନ୍‌କାଉଣ୍ଟର ଘଟଣାରେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ (ଏନ୍‌ଏଚ୍‌ଆରସି) ନିଜ ତରଫରୁ ଏକ…

ମୀରଟରେ ବଳାତ୍କାର ପୀଡ଼ିତାଙ୍କର…

ମୀରଟ: ଦେଶବ୍ୟାପୀ ବଳାତ୍କାରୀଙ୍କ ବିରୋଧରେ ନିନ୍ଦା ଓ ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଆଜି ଉତ୍ତରପ୍ରଦେଶର ମୀରଟ ସହରରେ ଜଣେ ମହିଳା ଅଭିଯୁକ୍ତଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି। ପୀଡିତା ଜଣଙ୍କ ଏସପି ଅଫିସ ସମ୍ମୁଖରେ ନିଜ ଦେହରେ ନିଆଁ…

ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା:…

ଜୟପୁର: ଜୟପୁର ବାମ୍ଫୁଣୀ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ ସ୍ୱାମୀ ରାଜେନ୍ଦ୍ର ରଥ।ଗତକାଲି ତାଙ୍କୁ ସଦର ପୁଲିସ ଗିରଫ କରିଥିବାବେଳେ ଓ ଆଜି…

ଦୁଷ୍କର୍ମର ପ୍ରମାଣ ନ ମିଳିବାରୁ…

ଭୁବନେଶ୍ୱର: ରାଜଧାନୀରୁ ଏକ ଭଡ଼ା କାରରେ ଯାଉଥିବା ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଫିଙ୍ଗି ଦେବା ଘଟଣାରେ ଏକ ନୂଆ ମୋଡ଼ ଆସିଛି। ପୀଡ଼ିତା ଜଣକ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଥିବାବେଳେ ପୁଲିସକୁ କିନ୍ତୁ ଦୁଷ୍କର୍ମ ସମ୍ପର୍କିତ କୌଣସି ପ୍ରମାଣ ମିଳିନାହିଁ। ଫଳରେ ଏହି…