Odisha Link
Bridging the Missing Links in Odisha

ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ ହୋଇଛି। ସୁପରସୋନିକ କ୍ରିଜ ମିଜାଇଲ ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଆଜି ସକାଳ ୧୦ଟା ୨୭ରେ ୩ ନମ୍ବର ଇଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଛି। ଭାରତ-ରୁଷିଆ ମିଳିତ ଜ୍ଞାନ କୌଶଳରେ ବ୍ରହ୍ମୋସ ମିଜାଇଲ ତିଆରି କରାଯାଇଥିଲା। ୪୫୦ରୁ ୬୦୦ କିମି ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି ଏହି ମିଜାଇଲରେ। ବ୍ରହ୍ମୋସ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ।

Comments are closed.