Odisha Link
Bridging the Missing Links in Odisha

ବିଜେଡିରେ ମିଶ୍ରଣ ପର୍ବ

ତିର୍ତ୍ତୋଲ: ବିଜେଡିରେ ମିଶ୍ରଣ ପର୍ବ। ତିର୍ତ୍ତୋଳ ଉପନିର୍ବାଚନ ପୂର୍ବରୁ ୧୦ରୁ ଅଧିକ ନେତା ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାପରେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ଯୋଗଦେଇଛନ୍ତି। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଛି।

Comments are closed.