Odisha Link
Bridging the Missing Links in Odisha
Browsing Tag

Congress Leader

ଆସୁଛି ନିର୍ବାଚନ; କଂଗ୍ରେସ ଛାଡ଼ି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଘୋଷଣା ହୋଇନି ତାରିଖ। ହେଲେ ଏବେଠୁ ଜିତିବା ପାଇଁ ଅଙ୍କକଷା ଆରମ୍ଭ। ଅନ୍ୟପଟେ ମିଶ୍ରଣ ପର୍ବର ରଙ୍ଗରେ ରଙ୍ଗୀନ ହେଉଛନ୍ତି ବିଭିନ୍ନ ଦଳର ନେତା। ଜାତୀୟ ରାଜନୀତି କଥା କହିବାକୁ ଗଲେ ବିଜେପିରେ ସାମିଲ ହେଉଛନ୍ତି ଅନେକ ଦିଗଜ ନେତା। କଂଗ୍ରେସ, ସପା, ଆପ୍‌ ଭଳି ଦଳ…

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ଥିବାବେଳେ ଓଡ଼ିଶା ରାଜନୈତିକ ମାହୋଲ ଉଷ୍ମ ହେବାରେ ଲାଗିଛି। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଯେବେଠୁ ଆଇଏଏସ୍‌ ଚାକିରି ଛାଡ଼ି ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ହୋଇଛନ୍ତି ସେବେଠୁ ଓଡ଼ିଶା ରାଜନୀତି ସବୁଠି ଚର୍ଚ୍ଚାରେ। ଏସବୁ ମଧ୍ୟରେ କଂଗ୍ରେସ ନେତା…

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ହୋଇଛି। ବିଳମ୍ବିତ ରାତି ୩.୩୦ରେ ପଟେଲଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଫଇଜାଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। କରୋନାରେ ସଂକ୍ରମିତ ହୋଇ ଅହମ୍ମଦ ପଟେଲ ଅନେକ ଦିନ ହେବ…

ବିଜେଡିରେ ମିଶ୍ରଣ ପର୍ବ

ତିର୍ତ୍ତୋଲ: ବିଜେଡିରେ ମିଶ୍ରଣ ପର୍ବ। ତିର୍ତ୍ତୋଳ ଉପନିର୍ବାଚନ ପୂର୍ବରୁ ୧୦ରୁ ଅଧିକ ନେତା ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାପରେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ଯୋଗଦେଇଛନ୍ତି। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅତନୁ…

ବିଜେଡିରେ ମିଶିଲେ କଂଗ୍ରେସ ନେତା ଭି.…

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛିି। ଗୋଟିଏ ପଟେ ପିସିସି ସଭାତିକୁ ନେଇ କଂଗ୍ରେେସ ଅଡ଼ୁଆରେ ପଡ଼ିଥିବା ବେଳେ ଏହି ସମୟରେ ଦଳ ଛାଡ଼ିଛନ୍ତି କଂଗ୍ରେସର ପୂର୍ବତନ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ। ସେ ଆଜି ନବୀନ ନିବାସରେ ବିଜେଡିରେ ଯୋଗଦାନ କରିଛନ୍ତି।…

ଅଧୀର ରଞ୍ଜନ ଚୌଧୁରୀ ହେଲେ କଂଗ୍ରେସର…

ନୂଆଦିଲ୍ଲୀ: ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ଚୟନ କରିଛି କଂଗ୍ରେସ। ଲୋକସଭାରେ କଂଗ୍ରେସ ଦଳର ନେତା ହେବାକୁ ରାହୁଲ ଗାନ୍ଧି ମନା କରିଦେଇଛନ୍ତି। ଯାହାଫଳରେ ଅଧୀର ରଞ୍ଜନ ଚୌଧୁରୀ ସଂସଦୀୟ ଦଳର ନେତା ହୋଇଛନ୍ତି। ପୂର୍ବରୁ ବରିଷ୍ଠ ନେତାମାନେ ରାହୁଲଙ୍କୁ ବାରମ୍ବାର…