Odisha Link
Bridging the Missing Links in Odisha

ଲୁଟେରା ଦମ୍ପତି ଗିରଫ

କଟକ: ଆଜି ପୁଲିସ କବଜାରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ ଗିରଫକରିଛି । ତାଙ୍କଠାରୁ ୨୨୦ ଗ୍ରାମ ସୁନା ଓ ୨୩୭ ଗ୍ରାମ ରୂପା ଗହଣା ସହ ୨ ବାଇକ ଜବତ କରାଯାଇଛି ।

ଡ଼ିସିପି ମୁଖ୍ୟ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଥିବା ପ୍ରେସମିଟ୍ କହିଛନ୍ତି ।

Comments are closed.