Odisha Link
Bridging the Missing Links in Odisha

ପୃଥ୍ବୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ

ଭୁବନେଶ୍ବର: ଆଜି ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ସନ୍ଧ୍ୟା ୭ଟା ୩୦ମିନିଟରେ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ଯୋଗ୍ୟ ମଧ୍ୟମ ଦୂରଗାମୀ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୫୦ କିମି ରହିଥିବାବେଳେ ହଜାରେ କେଜିର ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର ଏହାର କ୍ଷମତା ରହିଛି।

Comments are closed.