Odisha Link
Bridging the Missing Links in Odisha

ଭୁବନେଶ୍ବରରେ ଜଣଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ବର: ଭୁବନେଶ୍ବରରେ ନେସନାଲ ଇନଭେଷ୍ଟିଗେସନ ଅଜେନ୍ସି ଟିମ୍। କୌଣସି ଏକ ଲିଙ୍କ୍‌ରେ ଜଣଙ୍କୁ ଉଠାଇ ନେଲା ଏନଆଇଏ। ଜଣକୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରା ଉଚରା ଜରି ରଖିଛି।କେଉଁ ଲିଙ୍କ୍‌ ରେ ଉଠାଇ ନେଇଛି ଏଯାଏ ସ୍ପଷ୍ଟ ଜଣାପଡ଼ି ନାହିଁ।