Odisha Link
Bridging the Missing Links in Odisha

ଯୁକ୍ତ ତିନି ସ୍ପଟ୍‌ ଆଡ଼ମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଯୁକ୍ତ ତିନି ପ୍ରଥମ ବର୍ଷରେ ସ୍ପଟ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟରେ ଯୁକ୍ତ ତିନି କଲେଜ ଗୁଡ଼ିକରେ ଖାଲିଥିବା ସିଟ୍‌ ପାଇଁ ନଭେମ୍ବର ୯ରେ ଓ୍ବେବସାଇଟରେ ସୂଚନା ମିଳିବ। ଏହା ସହିତ ୧୦ରୁ ୧୩ ପର୍ଯ୍ୟନ୍ତ ଡ୍ରପ୍‌ ବକ୍ସରେ ପକାଇହେବ ଆବେଦନ ପତ୍ର।

୧୭ ତାରିଖରେ କଲେଜରେ ଗୁଡ଼ିକରେ ପ୍ରକାଶ ପାଇବ ଆଡମିଶନ ପାଇଁ ଚୟନ ତାଲିକା। ୨୧ରେ ଅଡମିଶନ ଫି ଦାଖଲ ହେବ। ୨୩ରେ ଆଡମିଶନ ଡାଟା ଅପଡେଟ୍‌ କରାଯିବ।

Comments are closed.