Odisha Link
Bridging the Missing Links in Odisha
Daily Archives

November 2, 2020

ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍, ବୋହି…

ଆଠଗଡ଼: ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଓଲଟିଲା ପିଆଜ ବୋଝେଇ ଟ୍ରକ। ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଋଷିପଡା ଛକ ନିକଟରେ। ମହାରାଷ୍ଟ୍ର ରାଜ୍ୟ ନାସିକରୁ ଏହି ପିଆଜ ବୋଝେଇ ଟ୍ରକଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସୂଚନା ମିଳିଛି। ରାତି ଅନିଦ୍ରା ହୋଇ ଫେରିବା ସମୟରେ…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୫୨୭…

ଭୁବନେଶ୍ଵର: ଦୀର୍ଘ ସାତ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୮୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨,୭୭,୦୯୧ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ନାଲକୋରେ ପାଳନ ହେଲା ସତର୍କତା ସଚେତନତା…

ଭୁବନେଶ୍ୱର: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଏହାର ମୁଖ୍ୟ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡ଼ିକରେ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ସତର୍କ ଭାରତ, ସମୃଦ୍ଧ ଭାରତ କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରା ଯାଇ ଥିଲା। ଅକ୍ଟୋବର ୨୭ ତାରିଖରେ, ଶ୍ରୀଧର ପାତ୍ର,…

ନାଲକୋର ନୂତନ ନିର୍ଦ୍ଦେଶକ ହେଲେ ମନସା…

ଭୁବନେଶ୍ୱର: କେନ୍ଦ୍ର ସରକାର ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ର ନୂତନ ନିର୍ଦ୍ଦେଶକ ଭାବରେ ମନସା ପ୍ରସାଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ମିଶ୍ର ଅନୁଗୁଳସ୍ଥିତ ସ୍ମେଲଟର୍ ଏବଂ ପାୱାର୍ କମ୍ପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ…

ଉପନିର୍ବାଚନ: ଆସନ୍ତାକାଲି ବାଲେଶ୍ୱର ସଦର…

ଭୁବନେଶ୍ବର: କରୋନା କଟକଣା ଭିତରେ ଆସନ୍ତାକାଲି ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା…

ପିଭି ସିନ୍ଧୁଙ୍କ ‘ଅବସର’ ଟ୍ବିଟ୍, ତମେ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ବିଶ୍ବ ଚମ୍ପିଆନ୍‌ ବ୍ୟାଡମିଣ୍ଟନ୍‌‌ ଖେଳାଳି ପିଭି ସିନ୍ଧୁ। ଆଜି ସିନ୍ଧୁ ସୋସିଆଲ ମିଡିଆରେ ‘ମୁଁ ଅବସର ନେଉଛି’ ଲେଖି ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସିନ୍ଧୁ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ପାଇଁ ମନରେ ଥିବା ‘ନକାରତ୍ମକ, ଡର ଓ ଅନିଶ୍ଚିତତାରୁ’…

ଉଦଘାଟନ ହେଲା ରାଜ୍ୟର ୩ ପ୍ରମୁଖ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି ୩ ପ୍ରମୁଖ କ୍ରୀଡ଼ାସ୍ଥଳୀ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସବୁ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ରାଜଧାନୀସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ହାଇ ପରଫର୍ମାନ୍ସ…

୧୭ଟି ରୁଟରେ ଗଡ଼ିଲା ୧୦୯ଟି ମୋ ବସ୍

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ମୋ ବସ୍ ସେବା। ପରବର୍ତ୍ତୀ ସମୟ କ୍ରମେ ରୁଟ୍ ଓ ବସ୍ ସଂଖ୍ୟାକୁ ବୃଦ୍ଧି କରୁଛି କ୍ରୁଟ୍। ପୂର୍ବରୁ ୮ଟି ରୁଟରେ ୪୭ଟି ବସ୍ ଚାଲୁଥିବା ବେଳେ ବର୍ତ୍ତମାନ ଉଭୟ ରୁଟ୍ ଓ ବସ୍ ସଂଖ୍ୟା ବୃଦ୍ଧି କରାଯାଇଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍…

ଯୁକ୍ତ ତିନି ସ୍ପଟ୍‌ ଆଡ଼ମିଶନ ପାଇଁ…

ଭୁବନେଶ୍ବର: ଯୁକ୍ତ ତିନି ପ୍ରଥମ ବର୍ଷରେ ସ୍ପଟ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟରେ ଯୁକ୍ତ ତିନି କଲେଜ ଗୁଡ଼ିକରେ ଖାଲିଥିବା ସିଟ୍‌ ପାଇଁ ନଭେମ୍ବର ୯ରେ ଓ୍ବେବସାଇଟରେ ସୂଚନା ମିଳିବ। ଏହା ସହିତ ୧୦ରୁ ୧୩ ପର୍ଯ୍ୟନ୍ତ ଡ୍ରପ୍‌ ବକ୍ସରେ ପକାଇହେବ ଆବେଦନ ପତ୍ର।…

ଗଞ୍ଜାମରେ ଡ଼ିସେମ୍ବର ଯାଏଁ ବନ୍ଦ ରହିବ…

କରୋନା: କରୋନାର ଦ୍ବିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ‌୍ଲା ପ୍ରଶାସନର ଜରୁରୀ କାଳିନ ବୈଠକ। ଦ୍ବିତୀୟ ପ୍ରବାହ ରୋକିବାକୁ ସତର୍କତା ଅବଲମ୍ବନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ଏହା ସହିତ ଗଞ୍ଜାମ ଜିଲ୍ଲାରେ ଡ଼ିସେମ୍ବର ପହିଲା ଯାଏଁ ସମସ୍ତ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।…