Odisha Link
Bridging the Missing Links in Odisha
Daily Archives

November 2, 2020

ସାରୁଅ ଜମି କେଳେଙ୍କାରୀ ମାମଲାରେ ଆଉ ଜଣେ…

ଭୁବନେଶ୍ବର: ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଶିବପ୍ରସାଦ ଶ୍ରୀଚନ୍ଦନ। ଏନେଇ ଶିବପ୍ରସାଦଙ୍କୁ ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ। ଶିବପ୍ରସାଦଙ୍କ ହାତରେ ଥିଲା ଓଡ଼ିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣ। ପ୍ରକାଶ ଯେ, ଗତକାଲି…

କରୋନା: ଆଜି ରାଜଧାନୀରୁ ୭୪ ଚିହ୍ନଟ, ୨୧୪…

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ଆଉ ୭୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୧୦ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୬ ଜଣ ରହିଥିବା ବେଳେ ୫୮ ଜଣ…

ଟିକା ପାଇଁ ନାଁ ଦେଲେଣି ୯୮% ଲୋକ

ଭୁବନେଶ୍ବର: ଟିକା ପାଇଁ ସ୍ବାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ବନ ପ୍ରସଙ୍ଗରେ ଏଯାବତ ୯୮% ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଏନେଇ ସୂଚନା ଦେଇଚନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ୩୬୮୩…

ନାବାଳିକାଙ୍କ ମୃତ୍ୟୁ ପରେ ମେଡ଼ିକାଲରେ…

ବାରିପଦା: ଚିକିତ୍ସାରେ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି। ମେଡ଼ିକାଲ ଭିତରେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କ ବୁଝାସୁଝା କରିଛି।…

ଉପ ନିର୍ବାଚନ: ବାଲେଶ୍ବରରେ ରାଜନୈତିକ…

ବାଲେଶ୍ବର: ରାତି ପାହିଲେ ହେବ ବାଲେଶ୍ବର ଉପ ନିର୍ବାଚନ। ହେଲେ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖା ଦେଇଛି। ବିଜେଡ଼ି ଓ ବିଜେପି ମଧ୍ୟରେ ସଂଘର୍ଷ ହୋଇଛି। ସଂଘର୍ଷରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣଙ୍କୁ ଚାନ୍ଦିପୁର ପୋଲିସ ଅଟକ ରଖିଛି। ଏହି ରାଜନୈତିକ ହିଂସାରେ ଚାନ୍ଦିପୁର ସମିତି ସଭ୍ୟ…

ଉପନିର୍ବାଚନ: ମୁଖ୍ୟ ନିର୍ବାଚନ…

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ। ଉପନିର୍ବାଚନର ପ୍ରସ୍ତୁତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ। ସେ କହିଛନ୍ତି ଯେ, ‘ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଖ୍ୟା ବଢାଯାଇଛି।…

ବାରିପଦା ମେଡିକାଲ କଲେଜ ଅଧୀକ୍ଷଙ୍କୁ…

ବାରିପଦା: ବାରିପଦା ମେଡିକାଲ କଲେଜ ଅଧୀକ୍ଷଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। ଚିକିତ୍ସା ଅବହେଳା ଅଭିଯୋଗ କରି ମହିଳାମାନେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ମାଡ଼ ମାରିଛନ୍ତି। ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ମହିଳାମାନେ ଠେଲାପେଲା କରିବା ସହ ମାଡ଼ ମାରିଛନ୍ତି। ଜଣେ ନାବାଳିକା ରୋଗୀର…

ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୭୨ ବର୍ଷ ବୟସରେ ତାଙ୍କ ଜଟଣୀ ସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଓଡ଼ିଆ ସିନେ ଜଗତକୁ ରାଜୁ…

କଟକରେ ବାଣ ଦୋକାନୀଙ୍କୁ ଅନୁମତି

କଟକ: କଟକରେ ବାଣ ଦୋକାନୀଙ୍କୁ ଅନୁମତି। ଦୀପାବଳୀ ପାଇଁ ବାଣ ବିକ୍ରି କରିପାରିବେ ବାଣ ଦୋକାନୀ। ଦୁର୍ଗାପୂଜା ଭଳି କୋଭିଡ କଟକଣା ମଧ୍ୟରେ ପାଳନ ହେବ କାଳୀ ପୂଜା। କାଳୀ ପୂଜା ଓ ଦୀପାବଳୀ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। କାଳୀ ପୂଜା ଓ ଦୀପାବଳୀ ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୫୦…

ପାକିସ୍ତାନରୁ ଫେରିଲେ ବନ୍ଦୀ ଓଡ଼ିଆ ଯୁବକ

ସୁନ୍ଦରଗଡ଼: ୨୫ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ବନ୍ଦୀ ଓଡ଼ିଆ ଯୁବକ। ପାକିସ୍ତାନ ଜେଲ୍‌ରେ ୨୫ ବର୍ଷ ସଜା କାଟି ସୁନ୍ଦରଗଡ଼ କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ। ପାକିସ୍ତାନରୁ ଫେରିବା ପରେ ପଞ୍ଜାବର ଅମୃତସରର ଏକ ହସ୍ପିଟାଲ୍‌ରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ବିରଜୁ। ଏନେଇ…