Odisha Link
Bridging the Missing Links in Odisha
Daily Archives

November 9, 2020

୬ ଦିନ ଧରି ଜେଲରେ ଅର୍ଣବ, ଆଜି ବି…

ମୁମ୍ବାଇ: ଜାମିନ ଆଶାରେ ତୃତୀୟ ଥର ପାଇଁ ଆଜି ବି ଅର୍ଣବ ଗୋସ୍ବାମୀଙ୍କୁ ନିରାଶ ହେବାକୁ ପଡ଼ିଛି। ୬ ଦିନ ଧରି ଜେଲରେ ବିତାଇ ସାରିଥିବା ଅର୍ଣବଙ୍କ ଜାମିନ ଆବେଦନ ଉପରେ ଆଜି ମଧ୍ୟ ବମ୍ବେ ହାଇକୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ପାରିନାହାନ୍ତି। ନଭେମ୍ବର ୬ ଓ ୭ ତାରିଖରେ ମଧ୍ୟ ଦୁଇଥର ଜାମିନ ଆବେଦନ କରି…

“ମାତୃଜ୍ୟୋତି”: ଗର୍ଭବତୀ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ମାତୃଜ୍ୟୋତି କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମା' ମାନଙ୍କ ପାଇଁ ଗର୍ଭାବସ୍ଥାରେ ଯତ୍ନ ବା ଏଏନସି ସେବା ଆଜିଠାରୁ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା' ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତଥା ଅନୁବନ୍ଧିତ ବିଭିନ୍ନ ଘରୋଇ ଚିକିତ୍ସା କେନ୍ଦ୍ରରେ…

୩୫ଲକ୍ଷ ଟଙ୍କା ଲୁଟି ନେଲେ ୬ ଦୁର୍ବୃତ୍ତ

କୁଚିଣ୍ଡା: ମାରଣାସ୍ତ୍ର ଦେଖାଇ ୬ ଦୁର୍ବୃତ୍ତ ଲୁଟି ନେଲେ ୩୫ଲକ୍ଷ ଟଙ୍କା। ୨ଜଣ ବ୍ୟାଙ୍କ ଅଧିକାରୀ ଟଙ୍କା ଜମା ରଖିବାକୁ ନିଜ ଗାଡ଼ିରେ ଯିବା ସମୟରେ ଏହି ଅଘଟଣଟି ଘଟିଥିଲା । ସୂଚନା ଅନୁଯାୟୀ ଆଜି ଅପରାହ୍ମ ପ୍ରାୟ ସାଢେ ୪ଟାରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଲଇମୁରା ଆନ୍ଧ୍ର ବ୍ୟାଙ୍କର ଶାଖା…

ଦେଶୀ ବନ୍ଧୁକ ତିଆରି କାରବାର, ଜଣେ ଗିରଫ

ନୟାଗଡ଼ : ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ନୟାଗଡ଼ ପୁଲିସ ଜଣଙ୍କୁ ଗିରଫ କରିଛି ।ଗିରଫ ହୋଇଥିବା ଯୁବକଙ୍କ ନାମ କାବୁଲି ମହାରଣା। ସେ ଆଗରୁ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କ ଘର ନୟାଗଡ଼ର ମାଳିସାହି। ସୂଚନା ଅନୁସାରେ, କାବୁଲି ଜଣେ…

ଆଶା ଦେଲା ‘ଫାଇଜର୍’, କୋଭିଡ୍‌-୧୯ ଟିକା…

ନୂଆଦିଲ୍ଲୀ: ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା ସମ୍ପ୍ରତି ଚାଲିଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି। ସୋମବାର ଦିନ ଉଭୟ କମ୍ପାନି ଏ କଥା ଘୋଷଣା କରିଛନ୍ତି। ପ୍ରାଥମିକ…

ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର…

ଭୁବନେଶ୍ବର: ମୋବାଇଲ ଫଟୋରୁ ହେବ ସମସ୍ୟାର ସମାଧାନ। ଚାଷିଙ୍କୁ ଆଉ ଚାଷୀ କୁ ଅଫିସକୁ ଦୌଡିବାକୁ ପଡ଼ିବ ନାହିଁ। ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧା ଜଣାଇପାରିବେ । ଏହି ନୂଆ ବ୍ୟବସ୍ଥାର ନାମ ‘ସେଚ ସମାଧାନ’ । ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ…

ପଣସ ଗଛରୁ ଖସି ଜଣେ ବ୍ୟକ୍ତି ମୃତ

ପାଟଣା : ପଣସ ଗଛରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଅନାମ ମୁଣ୍ଡାରୀ।ଏହି ଅଭାବନୀୟ ଘଟଣାଟି ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ପଞ୍ଚାୟତ ଭାଲୁକିପତଳା ଗ୍ରାମରେ ଘଟିଛି । ସୂଚନାଅନୁସାରେ, ଅନାମ ପଣସ ଗଛରେ ଚଢି ଛେଳି ଖାଇବା ପାଇଁ ଡାଳ ଭାଙ୍ଗୁ ଥିବା ବେଳେ ଗଛରୁ…

ଟ୍ରକ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ,…

ପାଟଣା : ଆଜି ଭୋର ସମୟରେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ୧୨ ଚକିଆ ଟ୍ରକ ପଛରେ ଦୃତଗତିରେ ଆସୁଥିବା ଅନ୍ୟ ଏକ ୧୨ ଚକିଆ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି।…

ରାଜଧାନୀରୁ ୭୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀରୁ ଆଉ ୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୭୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୨୦ ଜଣ ରହିଥିବା ବେଳେ ୫୦ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୯୦ ଜଣ ଆରୋଗ୍ୟ ଲାଭ…

ଲାଞ୍ଚ ନେଇଥିବା ଅଭିଯୋଗରେ ଧରାପଡ଼ିଲେ…

ଢେଙ୍କାନାଳ: ପୁଣି ଥରେ ସହକାରୀ ଯନ୍ତ୍ରୀ ଭିଜିଲାନ୍‌ସ ଜାସରେ ପଡ଼ିଛନ୍ତି। ସେ ଜଣେ ଠିକାଦାରଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜରିଆରେ ୧୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିଛି। ସୂଚନାଅନୁସାରେ, ଠିକାଦାର ଜଣକ ହେଲେ ଜଗମୋହନ ପଣ୍ଡା। ତାଙ୍କ ଘର କେନ୍ଦ୍ରାପଡ଼ା…