Odisha Link
Bridging the Missing Links in Odisha
Daily Archives

November 9, 2020

ମହିଳା ଓ ନାବାଳିକାଙ୍କୁ ସୁରକ୍ଷା…

ଭୁବନେଶ୍ୱର : ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ଆଜି ରାଜ୍ୟକାର୍ଯ୍ୟାଳୟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ବିଗତ ଦିନରେ ତାଙ୍କୁ ବିଜେପି ସଭାନେତ୍ରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା। କରୋନା ସଙ୍କଟ ଏବଂ ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ଥିବାରୁ ପଟ୍ଟନାୟକ ବିଭିନ୍ନ…

ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ…

କଟକ: ଆଜି ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ଶିବ ପାଣିଗ୍ରାହୀଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ହୋଇଥିଲା। କଟକ ସିଡିଏ ସେକ୍ଟର ୬ସ୍ଥିତ ନିଜ ଘରେ ତାଙ୍କର ପରଲୋକ ହୋଇଯାଇଛି। ଏହା ତାଙ୍କ ପୁଅ ରାଜ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନାଅନୁସାରେ, ବିଶିଷ୍ଟ ଚିତ୍ରଶିଳ୍ପୀ…

ବିପୁଳ ପରିମାଣରେ ବାଣ ଉଦ୍ଧାର

ବରପାଲି: ବିପୁଳ ବାଣ ଜବତ କଲା ବରପାଲି ପୁଲିସ। ଆଇଆଇସି ରୋଜାଲିନ ପଟେଲଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା । ଏନଏଚ-୨୬ ରାଜପଥ ଗାନ୍ଧୀ କ୍ଲବ ନିକଟରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବାଣ ଉଦ୍ଧାର କରାଯାଇଛି। ଉକ୍ତ ବ୍ୟବସାୟୀମାନଙ୍କୁ ପଚରାଉଚୁରା ପରେ ଛାଡି ଦିଆଯାଇଥିବା…

ସୁପରଷ୍ଟାର ଚିରଞ୍ଜୀବୀଙ୍କୁ କରୋନା

ନୂଆଦିଲ୍ଲୀ : ତେଲଗୁ ସୁପରଷ୍ଟାର ଚିରଞ୍ଜୀବୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏହା ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଚିରଞ୍ଜୀବୀଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପାଇଁ ପ୍ରାର୍ଥନା କରୁଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି , ମୋର ଆଗାମୀ…

ଭୁବନେଶ୍ବରରେ ବନ୍ଦ ହେଲା ବାଲିଯାତ୍ରା

ଭୁବନେଶ୍ବର: କଟକ ପରେ ଭୁବନେଶ୍ବରରେ ବାଲିଯାତ୍ରା ବି ହେବ ବୋଲି ଘୋଷଣା ହୋଇଛି। ଏହା କମିସନରେଟ ପୁଲିସ୍‌ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଟ୍ବିଟ୍ ରେ ଲେଖାଯାଇଛି, ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ…

ବେଆଇନ ଚାଲାଣ ବେଳେ ଗୋରୁ ଜବତ

ବାଲେଶ୍ୱର: ବାଲେଶ୍ୱରରୁ ୧୫୩ଟି ଗୋରୁ ଜୀବନ୍ତ ଓ ୩ଟି ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ୫ଟି ଗାଡିରେ ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗୋରୁ ଜବତ ହୋଇଛି। ଗାଈଙ୍କୁ ଉଦ୍ଧାର କରାଯିବା ପରେ ବାମପଦା ଗୋଶାଳାରେ ଛଡା ଯାଇଛି। ପୁଲିସ ୫ ଚାଳକ ଓ ୨ ଜଣ ହେଲପରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ପାଣିରେ ବୁଡ଼ିରେ ମହିଳା ମୃତ

ଝରିଗାଁ: ପାଣିରେ ବୁଡ଼ିରେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ତେଲଗାଁ ଗ୍ରାମରେ ଘଟିଛି। ମୃତକ ଜଣକ ସନପଥ ଗଣ୍ଡଙ୍କ ସ୍ତ୍ରୀ କମଳା ଗଣ୍ଡ। ତାଙ୍କ ବୟସ ୩୫ବର୍ଷ। ସୂଚନା ଅନୁସାରେ, ଆଜି ସକାଳ ସାତଟା ବେଳେ ଗାଁ ପୋଖରୀକୁ କମଳା…

ମଶା ଧୂପରୁ ନିଆଁ ଲାଗି ୩ ଯବାନ ଗୁରୁତର

ଭଦ୍ରକ: ଭଦ୍ରକରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ନିଆଁରେ ପୋଡି ହୋଇ ଓ ଏସ ଏ ପିର ୩ ଯବାନ ଗୁରୁତର ହୋଇଛନ୍ତି। ୩ ଯବାନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ ଓ ଏସ ଏ ପି ଯବାନ ବାରିପଦା ୫ମ ବାଟାଲିୟନର ବୋଲି ସୂଚନା ମିଳିଛି। ସୂଚନାଅନୁସାରେ, ଯବାନ ମାନେ ପୁରୁଣା…

ଜୀବନବ୍ୟାପୀ ଆଦର୍ଶ ଓ ସାଲିସ୍ ବିହୀନ…

ଭୁବନେଶ୍ୱର: ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା, ସମାଜସେବୀ ତଥା ସମସ୍ତଙ୍କ ପ୍ରେରଣାର ସ୍ରୋତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସାମାଜର ସାଂପ୍ରତିକ ସ୍ଥିତିକୁ ଦେଖି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରି ପାରୁଥିବା ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଏବଂ ଜୀବନବ୍ୟାପୀ ଆଦର୍ଶ ଓ ସାଲିସ୍ ବିହୀନ ମୂଲ୍ୟବୋଧରେ ବିଶ୍ୱାସ…

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟା…

ଭୁବନେଶ୍ୱର: ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନା ଭଳି ଭୟଙ୍କର ବ୍ୟାଧିରୁ ମଧ୍ୟ ସୁସ୍ଥ ହୋଇପାରିବେ ବରିଷ୍ଠ ନାଗରିକମାନେ। ଏହି କଥାକୁ ପୁଣି ଥରେ ପ୍ରମାଣିତ କରିପାରିଛି ସମ୍ କୋଭିଡ ହସ୍ପିଟାଲ୍। କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା । କରୋନା ଆକ୍ରାନ୍ତ ହୋଇ ସମ୍‌…