Odisha Link
Bridging the Missing Links in Odisha

ବିପୁଳ ପରିମାଣରେ ବାଣ ଉଦ୍ଧାର

ବରପାଲି: ବିପୁଳ ବାଣ ଜବତ କଲା ବରପାଲି ପୁଲିସ। ଆଇଆଇସି ରୋଜାଲିନ ପଟେଲଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା । ଏନଏଚ-୨୬ ରାଜପଥ ଗାନ୍ଧୀ କ୍ଲବ ନିକଟରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବାଣ ଉଦ୍ଧାର କରାଯାଇଛି।

ଉକ୍ତ ବ୍ୟବସାୟୀମାନଙ୍କୁ ପଚରାଉଚୁରା ପରେ ଛାଡି ଦିଆଯାଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ କେସ ନମ୍ବର ୩୨୦,୩୨୧,୩୨୨ ରେ ମାମଲା ଦାୟର କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

Comments are closed.