Odisha Link
Bridging the Missing Links in Odisha
Daily Archives

November 9, 2020

ଡ୍ରଗ୍ସ ଲିଙ୍କ୍: ଅର୍ଜୁନ ରାମପାଲଙ୍କ ଘରେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନକୁ ଆସିଥିଲା। ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଖୋଳତାଡ଼ ଜାରି ରଖିଛି। ଆଜି ଏନସିବି ଏକ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବଲିଉଡ ଅଭିନେତା ଅର୍ଜୁନ…

ମନ୍ଦିର ଖୋଲାବା ନେଇ ଦୈନିକ ୯ ମିନିଟ୍…

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଜୀବନ ଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମନ୍ଦିର ଖୋଲିବାକୁ ଅନୁମତି ମିଳିନାହିଁ। ମନ୍ଦିର ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିବା ପରିବାରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଭକ୍ତମାନେ ମଧ୍ୟ…

କାଲି ସକାଳ ୮ଟାରୁ ଭୋଟ୍ ଗଣତି: ରାଜ୍ୟ…

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଭୋଟ ଗଣତି କରାଯିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁଶିଲ ଲୋହାନୀ ସୂଚନା ଦେଇ କହିଛନ୍ତି ଯେ, ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ କରାଯିବ। କୋଭିଡ କଟକଣା…

ନଭେମ୍ବର ୧୪ରେ ଦୀପାବଳି, ୪୯୯ ବର୍ଷ ପରେ…

ଓଏଲବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଚଳିତ ବର୍ଷ ଦୀପାବଳିରେ ଏକ ବଡସଂଯୋଗ ହେବାକୁ ଯାଉଛି। ଦୀପାବଳୀ ଓ ନରକ ଚତୁର୍ଦଶୀ( ଛୋଟ ଦୀପାବଳି) ଗୋଟିଏ…

ମହିଳା ଟି-୨୦ ଚ୍ୟାଲେଞ୍ଜ: ଆଜି ଫାଇନାଲ,…

ଶାରଜା: ଆଜି ଶାରଜାରେ ହେବ ମହିଳା ଟି-୨୦ ଚ୍ୟାଲେଞ୍ଜର ଫାଇନାଲ ମୁକାବିଲା। ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରନୋଭାସ୍‌ ଓ ଟ୍ରେଲ୍‌ବ୍ଲେଜର୍ସ ମଧ୍ୟରେ ହେବ କଡ଼ା ଟକ୍କର। ସୁପରନୋଭାସ୍‌ ହ୍ୟାଟ୍ରିକ୍‌ ଟାଇଟଲ୍‌ ଲକ୍ଷ୍ୟରେ ରହିଛି। ଅନ୍ୟ ପଟରେ ଟ୍ରେଲବ୍ଲେଜର୍ସ ପ୍ରଥମ ଥର ଚାମ୍ପିଅନ୍‌ ହେବା ନେଇ ଜୋରଦାର…

ଟ୍ରମ୍ପଙ୍କ ଜିଦି ପାଇଁ ପରିବାରରେ ଫାଟ!

ଓ୍ବାଶିଂଟନ୍: ଆମେରିକାରେ ସରିଛି ରାଷ୍ଟ୍ରପତି ନିର୍ବାଚନ। ହେଲେ ଫଳାଫଳକୁ ନେଇ ଖୁସି ନାହାନ୍ତି ଡ୍ରୋନାଲ୍ଡ ଟ୍ରମ୍ପ୍। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ଅନ୍ୟପଟେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦେଖିବା…

କଟକ କାଳୀପୂଜାକୁ ନେଇ କଟକଣା ଜାରି

କଟକ: କଟକରେ ଦୁର୍ଗା ପୂଜା ଭଳି କରୋନା କଟକଣା ଭିତରେ ଆୟୋଜିତ ହେବ କାଳୀ ପୂଜା। କଟକ କାଳୀପୂଜାକୁ ନେଇ କଟକଣା ଜାରି କରିଛନ୍ତି ଡିସିପି ପ୍ରତୀକ ସିଂ। କଟକରେ କାଳୀପୂଜାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି। ସେ କହିଛନ୍ତି ଯେ, ପୂଜା ବେଳେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୫୦ ଅଫିସର…

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ, ଆଜି…

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ବାରାରେ ରୂପା ଛାଉଣୀ କରାଯିବ। ଏ ନେଇ ଆଜି ଅପରାହ୍ନ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ଦ୍ଵିତୀୟ ବୈଠକ ବସିବ। ଗତମାସ ୨୭ ତାରିଖରେ ବସିଥିବା ବୈଠକରେ କାଠ ଡିଜାଇନ ଚୂଡାନ୍ତ ହୋଇଥିଲେ ହେଁ ରୂପା ଆସ୍ତରଣ ଡିଜାଇନ ଚୂଡାନ୍ତ ହୋଇନଥିଲା। ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ…

ସ୍ତ୍ରୀର ଗଳା କାଟିଲା ମଦ୍ୟପ ସ୍ୱାମୀ

କୋରାପୁଟ: ସ୍ତ୍ରୀର ଗଳା କାଟି ହତ୍ୟାକଲା ମଦ୍ୟପ ସ୍ୱାମୀ। ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ସଦର ଥାନା ଧଉଡ଼ାପଦର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତା ମହିଳା ଜଣଙ୍କ ହେଲେ ପାର୍ବତୀ କମାର(୨୪)। ଏହି ଘଟଣାରେ ପୁଲିସ୍‌ ତାଙ୍କ ସ୍ୱାମୀ କାର୍ତ୍ତିକ ଟାକରି(୨୮)ଙ୍କୁ ଗିରଫ କରିଛି।…

କମିସନରେଟ୍‌ ପୁଲିସରେ ୮୦ ପେଟୁଆ…

ଭୁବନେଶ୍ବର: ସାବାଡ଼ ହେବେ ପେଟୁଆ ପୁଲିସ୍‌ କର୍ମୀ। ଏକଥା ଆମେ କହୁ ନାହୁଁ ଖୋଦ୍‌ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ଏନେଇ ମଧ୍ୟ ଗତ ଜୁଲାଇ ମାସରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ପୁଲିସ କମିଶନର। ନିର୍ଦ୍ଦେଶନାମା ଅନୁଯାୟୀ ଶାରୀରିକ ଫିଟ୍‌ ନଥିବା ପୁଲିସ କର୍ମୀଙ୍କୁ କମିସନରେଟ୍‌ ପୁଲିସରେ…