Odisha Link
Bridging the Missing Links in Odisha

ବେଆଇନ ଚାଲାଣ ବେଳେ ଗୋରୁ ଜବତ

ବାଲେଶ୍ୱର: ବାଲେଶ୍ୱରରୁ ୧୫୩ଟି ଗୋରୁ ଜୀବନ୍ତ ଓ ୩ଟି ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ୫ଟି ଗାଡିରେ ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗୋରୁ ଜବତ ହୋଇଛି।

ଗାଈଙ୍କୁ ଉଦ୍ଧାର କରାଯିବା ପରେ ବାମପଦା ଗୋଶାଳାରେ ଛଡା ଯାଇଛି। ପୁଲିସ ୫ ଚାଳକ ଓ ୨ ଜଣ ହେଲପରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Comments are closed.