Odisha Link
Bridging the Missing Links in Odisha

ସାଢ଼େ ୬ କେଜି ସୁନା ଜବତ

ଭୁବନେଶ୍ବର: ସାଢ଼େ ୬ କେଜି ସୁନା ଜବତ କଲା ଗଞ୍ଜାମ ପୋଲିସ। ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହୋଇଥିବା ସାଢ଼େ ୬ କେଜି ସୁନା ଜବତ କରାଯାଇଛି। ଅକ୍ଟୋବର ୧୨ରେ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହୋଇଥିଲା। ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହୋଇଥିଲା। ଚୋରି ଘଟଣାରେ ୧୦ ଚୋର ଓ ୫ କ୍ରେତା ମଧ୍ୟ ଗିରଫ ହୋଇଛନ୍ତି। ଏନେଇ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ।

Comments are closed.