Odisha Link
Bridging the Missing Links in Odisha
Daily Archives

November 11, 2020

ଓଡ଼ିଆ ସିନେମାରେ ଗୀତ ଗାଇଲେ ଦୁଲେ ରାପର

ଭୁବନେଶ୍ବର: ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଦୁଲେ ରାପରଙ୍କ ସହିତ ସୁନ୍ଦରଗଡ଼ର ଝିଅ…

ଦିପାବଳୀ ପୂର୍ବରୁ ପୁଣି ଏକ ଆର୍ଥିକ…

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଉପରେ ଥିବା ଆର୍ଥିକ ଚାପ ହ୍ରାସ କରିବାକୁ କେନ୍ଦ୍ର ସରକାର ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ଗୋଟିଏ ପରେ ଗୋଟିଏ ପ୍ୟାକେଜ ଘୋଷଣା କରିଛନ୍ତି। ଏହି କ୍ରମରେ ପୁଣିଥରେ ଆର୍ଥିକ ପ୍ୟାକେଜ ଘୋଷଣା କରିବେ କେନ୍ଦ୍ର ସରକାର। ଦିପାବଳୀ…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୩୪୦…

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ହାର ହ୍ରାସ ପାଇବାରେ ଲାଗିଛି। ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୩୪୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୯୨, ୪୭୭କୁ ପହଞ୍ଚିଛି। ଏନେଇ…

ଇକୋ ରିଟ୍ରିଟ୍‌ ଲୋଗୋ ଉନ୍ମୋଚନ ଓ ବୁକିଂ…

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ପାଇଁ ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ କୋଣାର୍କରେ ସାମୁଦ୍ରିକ ଡ୍ରାଇଭରେ ଏହାର ପ୍ରଥମ ଇକୋ ରିଟ୍ରିଟ୍‌ କରିଥିଲା। ମାତ୍ର ଚଳିତବର୍ଷ ରାଜ୍ୟର ୫ଟି…

ବାଣ ଫୁଟେଇବା ପଡିଲା ମହଙ୍ଗା, ବିଜେପି…

କଟିହାର: ନିର୍ବାଚନରେ ଜିତିବା ଖୁସିରେ ବାଣ ଫୁଟାଇବା ପଡିଲା ମହଙ୍ଗା। ବିହାର କଟିହାରରେ ଏନଡିଏର ବିଜୟ ଖୁସିରେ ବାଣ ଫୁଟାଇବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଫଳକା ଥାନା ଅନ୍ତର୍ଗତ ସୋହତା ପଞ୍ଚାୟତ ଗୋପାଳପଟ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିଜେପି ବୁଥ ଅଧ୍ୟକ୍ଷ ଓ ୱାର୍ଡ ମେମ୍ବରଙ୍କ…

ସୁପ୍ରିମ କୋର୍ଟରେ ଏମିତି ଯୁକ୍ତିକଲେ…

ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କୁ ଆଜି ସୁପ୍ରିମ କୋର୍ଟରେ ଅନ୍ତରୀଣ ଜାମିନ ମିଳିଛି। ତେବେ ତାଙ୍କ ଜାମିନ ପାଇଁ ଆଜି ବେଶ୍‌ ବଳିଷ୍ଠ ଯୁକ୍ତି ରଖିଥିଲେ ତାଙ୍କ ଓକିଲ ହରିଶ ସାଲ୍‌ଭେ। ଏପରିକି ମହାରାଷ୍ଟ୍ର…

ଗିନିଜ୍ ରେକର୍ଡ କଲେ ଓଡ଼ିଆ ପୁଅ ଯୋଗବ୍ୟାସ

କେସିଙ୍ଗା: ଗିନିଜ୍ ବୁକ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ଯୋଗବ୍ୟାସ। ଗତ ଅଗଷ୍ଟ ୧୫ ତାରିଖ ଦିନ ଗିନିଜ୍ ବୁକ ଅଫ ଓ୍ଵାଲ୍‌ର୍ଡ ରେକର୍ଡ ତରଫରୁ ଫେସ୍‌ବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପ୍‌ଲୋଡ କରିବା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ…

ଭଲ ଖବର: ସ୍ପୁଟନିକ-ଭି ଟୀକା ୯୨% ଫଳପ୍ରଦ…

ମସ୍କୋ: କରୋନା ବିରୋଧରେ ରୁଷ୍‌ର ଟିକା ୯୨ ପ୍ରତିଶତ ସଫଳ ଭାବେ କାର୍ଯ୍ୟ କରୁଛି। ଏନେଇ ରୁଷ୍‌ ସରକାରଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ସ୍ପୁଟନିକ-ଭି ଟୀକାର ତୃତୀୟ ପର୍ଯ୍ୟାୟ ସଫଳ ପରୀକ୍ଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଥିବା ମସ୍କୋ ପକ୍ଷରୁ କୁହାଯାଇଛି। ସ୍ପୁଟୋନିକ୍‌ ଭି ବେଶ୍‌ ସଫଳ ଭାବେରେ କରୋନା…

ରାଜ୍ୟରେ କଂଗ୍ରେସ ଶକ୍ତିହୀନ, ଆଗକୁ…

ଭୁବନେଶ୍ୱର: ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନର୍ବାଚନକୁ ବିଜେପି ପ୍ରସଙ୍ଗ ଭିତିକ ଭାବେ ଲଢେଇ କରିଥିଲା। ମୋଦି ସରକାର ହଜାର ହଜାର କୋଟି ଟଙ୍କା ଦେବା ସତ୍ତ୍ବେ ରାଜ୍ୟସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ମୋଦି ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର…

ସୋଆ ଏନ୍‌ଏସ୍‌ଏସ୍‌ର ଉନ୍ନତ ଭାରତ ଅଭିଯାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ର ଏନ୍‌ଏସ୍‌ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋଆ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର ଗୁପ୍ତପଡ଼ା, ଛତାବର, କୁଜିମହଲ, ପାତ୍ରପଡା (ଭଗବାନପୁର) ଓ ନୂଆଗାଁ ର…