Odisha Link
Bridging the Missing Links in Odisha
Daily Archives

November 11, 2020

ବିଶ୍ବବିଦ୍ୟାଳୟ କୁଳପତି ଚୟନ, ରାଜଭବନକୁ…

ଭୁବନେଶ୍ୱର: ରାଜ୍ୟରେ ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ ପାଇଁ ଚୂଡାନ୍ତ ତାଲିକା ରାଜଭବନକୁ ପଠାଯାଇଛି। ୬ଟି ବିଶ୍ୱ ବିଦ୍ୟାଳୟ ପାଇଁ ୪୯୬ ଜଣ ଆବେଦନ କରିଥିଲେ। ସେଥି ମଧ୍ୟରୁ ଚୟନ କମିଟି ଦରଖାସ୍ତ ଗୁଡ଼ିକୁ ଯାଞ୍ଚ କରି କୁଳାଧିପତିଙ୍କୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମାତ୍ର ୩ ଜଣଙ୍କ ନାମ…

ରାଜଧାନୀରୁ ଆଉ ୫୯ କରୋନା ଆକ୍ରାନ୍ତ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୫୯ ଜଣ କରୋନା ଆକ୍ରାନ୍ତ। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫ ଜଣ ରହିଥିବା ବେଳେ ୫୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାସହ ୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।…

ମାଲଗୋଦାମରେ ଚଢ଼ଉ, ନକଲି ଲଙ୍କା ଓ ହଳଦୀ…

କଟକ: କଟକ ମାଲଗୋଦାମ ଭିତରେ ଚଢ଼ଉ। ଆଜି ଏକ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ପୁଲିସ ଅତର୍କିତ ଚଢ଼ଉ କରିଛି। ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଏହି…

ପ୍ରକାଶ ପାଇଲା ସର୍ବଭାରତୀୟ ସ୍କୁଲ୍‌…

ଭୁବନେଶ୍ୱର: ପ୍ରକାଶ ପାଇଲା ସର୍ବଭାରତୀୟ ସ୍କୁଲ୍‌ ର‍୍ୟାକିଂଙ୍ଗ୍। ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ସ୍ଥାନ ପାଇଛି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଶ୍ରେଷ୍ଠ ୧୦ଟି ସ୍କୁଲ ତାଲିକାରେ ୫ମ ସ୍ଥାନ ମିଳିଛି।…

କଟକ ITAT ଉଦଘାଟନ କରିଲେ ମୋଦୀ

କଟକ: ଆଜି କଟକର ଇନକମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲର କାର୍ଯ୍ୟାଳୟ ତଥା ଆବାସିକ କୋଠାକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ୍‌ ମୋଦୀ ବୁଧବାର ଦିନ ଅପରାହ୍ନ ୪ଟା ୩୦ମିନିଟରେ ଏହି କୋଠାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଲେ ଉଦଘାଟନ। ପ୍ରଧାନମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ…

ଅର୍ଣ୍ଣବଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ରିପବ୍ଲିକ୍‌ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମିଳିଲା ଜାମିନ୍। ଅର୍ଣ୍ଣବଙ୍କୁ ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଆଜି ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ବାମୀ। ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ତାଙ୍କର ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତର ସ୍ୱତନ୍ତ୍ର ବେଞ୍ଚ…

ଏଣିକି ଟ୍ରେନ୍‌ ଭିତରେ ଦାଖଲ କରିହେବ…

ଭୁବନେଶ୍ବର: ଏଣିକି ଟ୍ରେନ୍‌ରେ ରୁଜୁ କରି ହେବ ଏତଲା। ଟ୍ରେନ୍‌ରେ ଯିବା ସମୟରେ ଚୋରି କିମ୍ବା କୌଣସି ଅପରାଧିକ ମାମଲା ପାଇଁ ଆଉ ଷ୍ଟେସନ୍‌ରେ ଓହ୍ଲାଇ ଏତଲା ଦେବାକୁ ପଡ଼ିବ ନାହିଁ। ଏଣିକି ଟ୍ରେନ୍‌ ଭିତରେ ଏତଲା ଦାଖଲ କରିହେବ। ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏବଂ ସରକାରୀ ରେଳ ପୁଲିସ (ଜିଆର୍‌ପି)…

ଡିଜିଟାଲ ମିଡିଆ ରେଗୁଲେଟ୍ ପାଇଁ ନୂଆ…

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ରେଗୁଲେଟ୍ ନେଇ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ ଓ ମିଡିଆ ଓ୍ବେବସାଇଟକୁ ରେଗୁଲେଟ୍ କରିବା ପାଇଁ ଆଣିଛନ୍ତି ନୂଆ ନିମୟ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏନେଇ ନୋଟିଫିକେସନ୍ ଜାରି କରିଛି। ନୂଆ ନିୟମ ମୁତାବକ ଅନଲାଇନ୍ ଫିଲ୍ମ,…

ଚଳିତ ବର୍ଷ ରାଜଧାନୀରେ ଫୁଟିବନି ବାଣ:…

ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ।ଏ ନେଇ ଆଜି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ନିୟମ ଉଲ୍ଲଂଘନ କରି ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଦୀପାବଳି ପାଳନ ନେଇ ସହରବାସୀଙ୍କୁ ସଚେତନ କରାଯାଇଛି। କରେନା…

ଡେଲିଭରି ବୟେଙ୍କ ନାଁରେ ୧୦ଲକ୍ଷର ଜିଏସଟି…

ରାଉଲକେଲା : ପୁଣି ଜଣଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଘଟିଛି ରାଉଲକେଲାରେ। ସୂଚନା ଅନୁସାରେ ଜଣେ ଡେଲିଭରି ବୟେଙ୍କ ନାଁରେ ୧୦ଲକ୍ଷର ଜିଏସଟି ଠକେଇ ହୋଇଛି। ସେ କମ୍ପାନୀ ଖୋଲି ୭୦ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ କରି ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ଦେଲେ ରାଉରକେଲା ଜିଏସଟି…