Odisha Link
Bridging the Missing Links in Odisha

ଏଏନ୍‌ଏମ୍‌ଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର: ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ। ଧାରଣାରେ ବସିଥିବା ଜଣେ ଏଏନ୍‌ଏମ୍‌ଙ୍କ ଆତ୍ମାହୁତି ଉଦ୍ୟମ। କିରାସନି ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଏଏନ୍‌ଏମ୍‌ଙ୍କୁ ଉଦ୍ଧାର।

ଧାରଣାରେ ଥିବା ଅନ୍ୟ ସହଯୋଗୀ ସଂପୃକ୍ତ ଏଏନ୍‌ଏମ୍‌ଙ୍କୁ ଉଦ୍ଧାର କରିଛନ୍ତି। ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଛଟେଇ ପ୍ରତିବାଦ କରି ଧାରଣାରେ ବସିଛନ୍ତି ଶତାଧିକ ଏଏନ୍‌ଏମ୍। କୋଭିଡ କେୟାର ହସ୍ପିଟାଲରେ କାର୍ଯ୍ୟ କରିଥିବା ଶତାଧିକ ଏଏନ୍‌ଏମ୍‌ କର୍ମୀ ଧାରଣାରେ ବସିଛନ୍ତି।

Comments are closed.